Daily Archives

ରାଜ୍ୟ ନିର୍ବାଚନ କମିଶନଙ୍କ ପଞ୍ଚାୟତ ନିର୍ବାଚନ ନେଇ ବିଶେଷ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ମୋଟ ୬୭୯୪ଟି ପଞ୍ଚାୟତରେ ସରପଞ୍ଚ, ୬୭୯୩ ପଞ୍ଚାୟତ ସମିତି ଏବଂ ୮୫୩ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ଅନୁଷ୍ଠିତ ହେବ । ପୂର୍ବରୁ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଉଥିବା ବେଳେ ଚଳିତ ଥର ଦିନ ଗୋଟାଏ ଯାଏ ବୃଦ୍ଧି କରାଯାଇଛି ।
Read More...

କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ୨୫ କେ.ଜି. ଗଂଜେଇ ଜବତ ସହ ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ତଥା କଂଟାବାଂଜି ଅବକାରୀ ରେଂଜ ଓ ବଙ୍ଗୋମୁଣ୍ଡା ଅବକାରୀ ଥାନା ଅନ୍ତର୍ଗତ ଭୁଷଲାଡ ଗ୍ରାମରୁ ଜଣେ ଗଂଜେଇ ବେପାରୀଙ୍କୁ ଅବକାରୀ ବିଭାଗ ଗିରଫ କରି ଗଂଜେଇ ଜବତ କରିଛି । ମିଳିଥିବା ସୂଚନା ଅନୁସାରେ କଂଟାବାଂଜି,
Read More...

ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତସ୍ତରୀୟ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର କନ୍ଦାଗାଡ଼ ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଆଜି ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନର ପଂଚାୟତସ୍ତରୀୟ କମିଟି ଗଠନ
Read More...

ପ୍ରିକ୍‌ସନ୍ ଡୋଜ୍ ନେବାକୁ ପରାମର୍ଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମସ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ, ଆଗଧାଡ଼ିର କର୍ମୀ ଓ ବହୁବିଧ ରୋଗରେ ପୀଡିତ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଯେଉଁମାନେ କୋଭିଡ୍ ଟୀକାର ୨ୟ ଡୋଜ୍ ୯ ମାସ ପୂର୍ବରୁ ନେଇଛନ୍ତି, ସେମାନେ ଯଥାଶୀଘ୍ର ପ୍ରିକ୍‌ସନ୍ ଡୋଜ୍ ନିଅନ୍ତୁ ବୋଲି ଓଡ଼ିଶା ସରକାରଙ୍କ
Read More...

ଯୁବ ମୁହୁରୀ ବାଦକଙ୍କୁ ମିଳିଲା ଜୁନିୟର ଫେଲୋସିପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟବର୍ତ୍ତୀ ଧୂମାବେର୍ଣ୍ଣା ଗ୍ରାମର ଯୁବ ମୁହୁରୀ ବାଦକ ସୁଦାମ ମହାନନ୍ଦଙ୍କୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜୁନିୟର ଫେଲୋସିପ ପ୍ରଦାନ କରାଯାଇଛି । କୌଳିକ ବୃତ୍ତି ତଥା ପୂର୍ବପୁରୁଷଙ୍କ ପାରମ୍ପରିକ ବାଦ୍ୟ ଆଧାରରେ ସେ ଛୋଟ
Read More...

ଉତ୍ପଳା କିଙ୍ଗ ଚମ୍ପିୟାନ, ଗୋପୀନାଥ ରିଟର୍ନ୍ସ ରନର୍ସ : ପ୍ରହରାଜପୁର ପ୍ରିମିଅର ଲିଗ୍‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ରେଞ୍ଚ ପଞ୍ଚାୟତ ଅନ୍ତର୍ଗତ ପ୍ରହରାଜପୁର ମିନି ଷ୍ଟାଡିୟମ୍ରେ ରବିବାର ଛଅଟି ଦଳକୁ ନେଇ ପ୍ରହରାଜପୁର ପ୍ରିମିଅର ଲିଗ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବ ନେତା ରାଧାମୋହନ ମୁଖ୍ୟ ଅତିଥି ରୂପେ, ସମ୍ମାନୀୟ ଅତିଥି ଭାବେ ଉଦୟପୁର୍ ଉଚ୍ଚ ପ୍ରାଥମିକ
Read More...

ଲୋକପ୍ରିୟ ଅଭିନେତା ମିହିର ଦାସ ଚାଲିଗଲେ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଓଡ଼ିଆ ଚଳଚ୍ଚିତ୍ର ଜଗତର ବେଶ୍‌ ଜଣାଶୁଣା ବରିଷ୍ଠ ସିନେ ଅଭିନେତା ମିହିର ଦାସଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ତାଙ୍କ ଦେହାନ୍ତ ଓଡ଼ିଆ ସିନେମା
Read More...

ଉପାନ୍ତ ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ମନରେଗା ଯୋଜନାରେ ଖେଳପଡିଆ : ଶୁଭ ଉଦ୍‌ଘାଟନ କଲେ ସିନାପାଲି ବିଡିଓ

ନୂଆପଡ଼ା (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଉପାନ୍ତ ତଥା ସୀମାନ୍ତ ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ପ୍ରଶାସନ ତରଫରୁ ମନରେଗା ଯୋଜନାରେ ଖେଳପଡିଆ ନିର୍ମାଣ କରି ଏହାର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ଖେଳପଡିଆ ନୂଆପଡ଼ା ଗ୍ରାମପଞ୍ଚାୟତର ପତିଏଲପଡ଼ା ଠାରେ ନିର୍ମାଣ
Read More...

୨ବର୍ଷ ପରେ ନିଖୋଜ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମହେଶ୍ୱର ଗ୍ରାମର ବିଶ୍ଵନାଥ ମାଝି ନାମକ ଦାଦନ ଶ୍ରମିକ ନିଖୋଜ ହେବାର ୨ବର୍ଷ ପରେ ଆଜି ଘରକୁ ଫେରିଛନ୍ତି ।୨ବର୍ଷ ପୂର୍ବେ ଦାଦନ ଖଟିବାକୁ ହାଇଦ୍ରାବାଦ ସହରକୁ ପରିବାର ସହିତ ଜଣେ ଦାଦନ ଦଲାଲ ଜରିଆରେ ଯାଉଥିଲେ । ୱାଲ୍ଟିୟର
Read More...