Daily Archives

କେମେରିଆନ କ୍ଲବ ବଲାଙ୍ଗିରର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର, ସୋନପୁର, ନୂଆପଡ଼ା ଜିଲ୍ଲାରେ ଥିବା ଫଟୋ ଷ୍ଟୁଡ଼ିଓ ମାନଙ୍କର ସତ୍ତ୍ୱାଧିକାରୀଙ୍କୁ ନେଇ ଗତ ୨୦୧୮ ମସିହାରେ ଗଠନ ହୋଇଥିବା କେମେରିଆନ କ୍ଲବ ବଲାଙ୍ଗିରର ସାଧାରଣ ପରିଷଦ ବୈଠକ ରାଜଖରିଆର ନିକଟସ୍ଥ ତିଖାଲି ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

‘ଘରକୁ ଘର ପାଣି’ ଓଡ଼ିଶା ସରକାରଙ୍କ ଯୋଜନାକୁ ନେଇ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପର୍ଯ୍ୟନ୍ତ ଘରକୁ ଘର ପାଣି ସ୍ୱପ୍ନ ହୋଇଛି ବୋଲି ଡେଙ୍ଗନାଡିହି ଗ୍ରାମର ମହିଳା ବେଦମତୀ ବରିହା, କମଳା ରଣା, ନେତ୍ର ସୁନା, ମଞ୍ଜୁରୀ ସୁନାଙ୍କ ସମେତ ଗ୍ରାମବାସୀ ମହେଶ ଚନ୍ଦ୍ର ମିଶ୍ର, ଅମୂଲ୍ୟ ସାହୁ, ମୁରଲୀଧର ଛତ୍ରିଆ, ଚିନ୍ତାମଣି ସୁନା, ଲୋକନାଥ
Read More...

ପ୍ରଧାନମନ୍ତ୍ରୀ ଓ ବିଜୁ ପକ୍କାଘର ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଓଡ଼ିଶା ସରକାରଙ୍କ ଭେଳିକି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ଓ ବିଜୁ ପକ୍କାଘର ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଓଡ଼ିଶା ସରକାରଙ୍କ ଭେଳିକି ବୋଲି ଅଭିଯୋଗ ହୋଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ପାଇଥିବା ହିତାଧିକାରୀ
Read More...

ବରଗଡ଼ ମୁଖ୍ୟ କେନାଲରେ ବୁଡି ବୃଦ୍ଧା ମୃତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ମୁଖ୍ୟ କେନାଲରେ ବୁଡି ଜଣେ ମହିଳାଙ୍କ ମୃତ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ଜଣକ ହେଲେ ଭଟଲି ବ୍ଲକ ନୁନିଆଁ ଜାମପାଲି ଗ୍ରାମର ଛାୟା ମହାନନ୍ଦ (୬୨) । ସେ ଗତ ୯ ତାରିଖ ସକାଳୁ( ରବିବାର ଦିନ) ନିଜ ଝିଅ ଘର କାଇଁଶିର ଗ୍ରାମକୁ ଯିବା ପାଇଁ ଘରୁ
Read More...

ପାଟଣା ଛକରେ ଡ୍ରେନ୍‌ ଅବସ୍ଥା ଶୋଚନୀୟ : ମ୍ୟୁନିସିପାଲିଟି ନଜର ଦେବ କେବେ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପାଟଣା ଛକରେ ରମାଇ ଟକିଜ୍‌ ପଟୁ ଆସିଥିବା ଡ୍ରେନ୍‌ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଟିକିଏ ବର୍ଷା ହେଲେ ଡ୍ରେନ୍‌ ଜାମ୍‌ ହୋଇଥିବା ଯୋଗୁଁ ରାସ୍ତା ଉପରେ ଭାସୁଛି ଡ୍ରେନ୍‌ ପାଣି । ଦୀର୍ଘ ଦିନରୁ ଏ ଅବସ୍ଥା ଜାରି ରହିଥିଲେ
Read More...

ବିଶ୍ଵତ୍ମା ଚେତନା ପରିଷଦ ସକ୍ରିୟ ସଦସ୍ୟା ଡାକ୍ତର ସୁଚେତା ମହାପାତ୍ରଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଶ୍ଵତ୍ମା ଚେତନା ପରିଷଦ ଏବଂ ଟ୍ରଷ୍ଟ ବଲାଙ୍ଗୀରର ଟ୍ରଷ୍ଟି, ବିଶ୍ଵତ୍ମା ଚେତନା ପରିଷଦ ସମ୍ବଲପୁର ଶାଖାର ସଚିବ ଏବଂ ବଲାଙ୍ଗିରର ସଭାନେତ୍ରୀ ତଥା ସକ୍ରିୟ ସଦସ୍ୟା ଡାକ୍ତର ସୁଚେତା ମହାପାତ୍ରଙ୍କ ଗତ କାଲି ତାଙ୍କ ସମ୍ବଲପୁର ବାସଭବନରେ ଦେହାନ୍ତ
Read More...

ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେଶକର କରୋନା ସଂକ୍ରମିତ

ମୁମ୍ବାଇ : ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେଶକର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।
Read More...

ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ବାଜିଲା ବିଗୁଲ : ରାଜ୍ୟରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଲାଗୁ ହେଲା ଆଦର୍ଶ ଆଚରଣ ବିଧି । ରାଜ୍ୟରେ ୫ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଫେବୃଆରୀ ୧୬ରୁ ରାଜ୍ୟରେ ଭୋଟିଂ ଆରମ୍ଭ ହେବ । ତେଣୁ ଆଜିଠୁ ରାଜ୍ୟରେ ଆଦର୍ଶ ଆଚରଣ ବିଧ ଲାଗୁ ହୋଇଛି । ରାଜ୍ୟ ନିର୍ବାଚନ
Read More...

ଓଡ଼ିଆ ସାହିତ୍ୟ ରୁଦ୍ଧିମନ୍ତ କରିବା ପ୍ରଚେଷ୍ଟାରେ ଅପତ୍ରିକାର ତଥା ନାରୀଭିତ୍ତିକ ସାହିତ୍ୟ ପତ୍ରିକାର ଜାନୁୟାରୀ…

ମ.ରାମପୁର, (ହେମନ୍ତ ସାହୁ) : ରବିବାର ସନ୍ଧ୍ୟା ଗୁଗୁଲମିଟ ମାଧ୍ୟମରେ ପ୍ରତିଷ୍ଠାତା ନରେଶ କୁମାର ସାହୁଙ୍କର ସଭାପତିତ୍ୱରେ ସାହିତ୍ୟ କାର୍ଯ୍ୟକ୍ରମ ଓ ପତ୍ରିକା ଉନ୍ମୋଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଡ଼କ୍ଟର ବିଜୟ କୁମାର ସାହୁ, ସମ୍ମାନିତ ଅତିଥି ଭାବରେ ଗବେଷକ
Read More...

ଭିଜିଲାନ୍ସ ଜାଲରେ ପଡ଼ିଲେ କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅଧୀନସ୍ଥ ବେଲପାଳ ଗ୍ରାମରେ ପୁଲିସ କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ପୈତୃକ ଗୃହରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଆର୍ମଡ ପୁଲିସ ରିଜର୍ଭରେ କାର୍ଯ୍ୟରତ କନେଷ୍ଟବଲ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ
Read More...