Daily Archives

ବିଧାୟକ ସରୋଜ ମେହେରଙ୍କ ଦ୍ୱାରା ବିଦ୍ୟାଳୟ ଶ୍ରେଣୀ ଗୃହର ଶୁଭ ଉଦ୍‌ଘାଟନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବିଧାୟକ ସରୋଜ ମେହେର ବେଲପଡା ବ୍ଲକ ଅନ୍ତର୍ଗତ କାନୁଟ ପଞ୍ଚାୟତ ଭୁଟୁଙ୍ଗପଡା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହର ଶୁଭ ଉଦ୍‌ଘାଟନ କରିଥିବା ବେଳେ ଗ୍ରାମର ସୁବିଧା ଅସୁବିଧା ବୁଝିଥିଲେ ଏବଂ ଆଗାମୀ ଦିନରେ ଏହାର ଶୀଘ୍ର ସମାଧାନ କରିବା
Read More...

ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

• ୩ଟି ବ୍ଲକର ଲୋକଙ୍କୁ ପାଇପ ଲାଇନ ଯୋଗେ ମିଳିବ ପାନୀୟ ଜଳ• ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ସଞ୍ଚାର ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତର କଂସାରୀଗଣ୍ଡଠାରେ ଏକ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ନିମନ୍ତେ
Read More...

ଜଳ ସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟଶେଷ ହେବ ବୋଲି ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାଶ
Read More...

ପଂଚାୟତ ନିର୍ବାଚନରେ ଆଦିବାସୀଙ୍କୁ ଉପକ୍ଷୋ : ହାଇକୋର୍ଟରେ ପହଂଚିଲା ଆଦିବାସୀ ସଂଘ

ମ.ରାମପୁର, (ହେମନ୍ତ ସାହୁ) : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଆଦିବାସୀଙ୍କ ଉପେକ୍ଷା ଯୋଗୁଁ ଆଦିବାସୀ ସଂଘ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି । ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷଣ ନଥିବା କାରଣରୁ ଆଦିବାସୀଙ୍କ ମନରେ ଘୋର ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଜିଲ୍ଲା ସଭାପତି
Read More...

ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ କାର୍ଯ୍ୟରତ ବିଶେଷଜ୍ଞ ଡାକ୍ତର ଅନୁପସ୍ଥିତ : ପ୍ରଶାସନ ସହିତ ଆଲୋଚନା ବିଫଳ ହେବା…

ଡାକ୍ତରଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ପ୍ରତ୍ୟାହୃତପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ କାର୍ଯ୍ୟରତ ତିନି ଶିଶୁ ବିଶେଷଜ୍ଞ ଗାଏନିକ୍ ଡାକ୍ତର ନିୟମିତ କାର୍ଯ୍ୟରେ ଯୋଗଦେଉ ନ ଥିବା ପ୍ରତିବାଦରେ ଆଜି ପାଟଣାଗଡ଼ ଜନମଞ୍ଚ ପକ୍ଷରୁ ସିଡିଏମଓ ଅଫିସରେ ତାଳା
Read More...

ସଇଁନ୍ତଲା କଲେଜରେ ଅସାମାଜିକ ବ୍ୟକ୍ତିଙ୍କ ବଢୁଛି ପ୍ରାଦୁର୍ଭାବ

ସଇଁନ୍ତଲା, (ଅଜିତ କୁମାର ସାହୁ) : କଲେଜକୁ ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ଆଗ୍ରହର ସହିତ ପ୍ରତ୍ୟେକ ଦିନ ଆସନ୍ତି । ଠିକ୍‌ ଭାବେ ପାଠ ପଢା ହେବ ଏବଂ ଛାତ୍ରଛାତ୍ରୀ ମାନେ ଭବିଷ୍ୟତରେ ଭଲ ମଣିଷଟିଏ ହେବେ, ସେ ଚିନ୍ତାରେ ସଭିଏଁ ଥାଆନ୍ତି । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ପଞ୍ଚାୟତ
Read More...

ବିଜେପି ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ କଣ୍ଟାମାଳ ଗସ୍ତ

କଣ୍ଟାମାଳ, (ବଂଶୀଧର ମାଝୀ) : ବିଜେପି ଆଦିବାସୀ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆଜି କଣ୍ଟାମାଳ ଗସ୍ତରେ ଆସି କଣ୍ଟାମାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ପହଞ୍ଚିବା ପରେ ଭାଜପା ଆଦିବାସୀ ମୋର୍ଚ୍ଚା ବୌଦ୍ଧ ଜିଲ୍ଲା ସଭାପତି ଡମ୍ବରୁଧର କଅଁର ସମେତ
Read More...

ବିଶ୍ୱ ବ୍ରେଲି ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଗ୍ର ଶିକ୍ଷା ଜିଲ୍ଲା ଆନୁକୂଲ୍ୟରେ ସ୍ଥାନୀୟ ପି.ପି. ଏକାଡେମୀଠାରେ ଜିଲ୍ଲାର ୧୪ ଗୋଟି ବ୍ଲକରେ ଅଧ୍ୟୟନରତ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବିଶ୍ୱ ବ୍ରେଲି ଦିବସ ପାଳିତ ହୋଇଯାଇଛି । ଉଦ୍‌ଘାଟନୀ ସଭାରେ ଏଡିଇଓ ମୁଖ୍ୟ ଅତିଥି
Read More...

ଓଡିଶା ଫରେଷ୍ଟ ଉଡ୍‌, ଏଗ୍ରିକଲଚର ଏଣ୍ଡ ବିଲଡିଙ୍ଗ କନଷ୍ଟ୍ରକସନ ୱାର୍କରସ୍‌ ୟୁନିୟନର ୬ଷ୍ଠ ତମ ଜିଲ୍ଲା ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ଘ.୧୨ ସମୟରେ ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା ଶାଖା ଆନୁକୂଲ୍ୟରେ ଓଡିଶା ଫରେଷ୍ଟ ଉଡ୍‌, ଏଗ୍ରିକଲଚର ଏଣ୍ଡ ବିଲଡିଙ୍ଗ କନଷ୍ଟ୍ରକସନ ୱାର୍କରସ୍‌ ୟୁନିୟନର ୬ଷ୍ଠ ତମ ଜିଲ୍ଲା ସମ୍ମିଳନୀ ବଲାଙ୍ଗିରସ୍ଥ ଯାଦବ ଭବନଠାରେ ମହାସମାରୋହରେ ଅନୁଷ୍ଠିତ
Read More...

ମା’ ମହାଲକ୍ଷ୍ମୀ କ୍ରିକେଟ : ବରପଦର୍ ଓ ଜୁନାନି ଫାଇନାଲକୁ ପ୍ରବେଶ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଳକ ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ ଟାଙ୍ଗିଆପାଲି ଗ୍ରାମରେ ଚାଲିଥିବା ମାଁ ଲକ୍ଷ୍ମୀ ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଦୁଇଟି ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ମ୍ୟାଚରେ ଟାଙ୍ଗିଆପାଲି ଏବଂ ବରପଦର ମୁହାଁମୁହିଁ ହୋଇଥିବା
Read More...