pakka

ପଂଚାୟତ ନିର୍ବାଚନରେ ଆଦିବାସୀଙ୍କୁ ଉପକ୍ଷୋ : ହାଇକୋର୍ଟରେ ପହଂଚିଲା ଆଦିବାସୀ ସଂଘ

kalikesh

ମ.ରାମପୁର, (ହେମନ୍ତ ସାହୁ) : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଆଦିବାସୀଙ୍କ ଉପେକ୍ଷା ଯୋଗୁଁ ଆଦିବାସୀ ସଂଘ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି । ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷଣ ନଥିବା କାରଣରୁ ଆଦିବାସୀଙ୍କ ମନରେ ଘୋର ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ମାଝୀ, ଉପସଭାପତି ହୃଦାନନ୍ଦ ମାଝୀ, ସାଧାରଣ ସଂପାଦକ ଦୁର୍ୟ୍ୟୋଧନ ମାଝୀ ପ୍ରମୁଖ ଯାଇ ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଆଦିବାସୀ ସଂଗଠନମାନଙ୍କ ତରଫରୁ ବ୍ଲକ ଅଧିକାରୀଙ୍କ ପାଖରୁ ଜିଲ୍ଲାପାଳ ଏବଂ ନିର୍ବାଚନ ବିଭାଗର ସମସ୍ତ ଅଧିକାରୀଙ୍କ ପାଖରେ ଏନେଇ ଦାବୀପତ୍ର ପ୍ରଦାନ କରାଯାଇଛି ।

pp
Leave A Reply

Your email address will not be published.

six − four =