Daily Archives

ବଲାଙ୍ଗିର ସହରର ମହାଲକ୍ଷ୍ମୀ ନଗରପଡ଼ାଠାରେ ଚାଲିଥିବା ସପ୍ତାହ ପାରାୟଣର ପୂର୍ଣ୍ଣାହୁତି ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମହାଲକ୍ଷ୍ମୀ ନଗରପଡ଼ାଠାରେ ଗତ ୨୬/୧୨/୨୦୨୧ରୁ ଚାଲିଥିବା ସପ୍ତାହ ପାରାୟଣର ଆଜି ପୂର୍ଣ୍ଣାହୁତି ଦିବସ ପାଳିତ ହୋଇଯାଇଛି । ଏଥିରେ ସୋନପୁର ଅଡ଼ାର ଗ୍ରାମର ଜଣାଶୁଣା ପୁରାଣ ଗାୟକ ତପନ କୁମାର ଦାଶ ସାତଦିନ ପୁରାଣ ପାଠ କରିଥିବା ବେଳେ ମକରଧ୍ୱଜ
Read More...

ପିସିସି ଲିଗାଲ ସେଲ୍ କମିଟିର ସଦସ୍ୟ ମନୋନୀତ ହେଲେ ଯୁବ ଆଇନଜୀବୀ ଅଫତାବ୍ ଆଲମ୍ ଖାନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିସିସି ଲିଗାଲ ସେଲ୍ କମିଟିର ସଦସ୍ୟ ମନୋନୀତ ହେଲେ ବଲାଙ୍ଗିରର ଯୁବ ଆଇନଜୀବୀ ଅଫତାବ୍ ଆଲମ୍ ଖାନ୍ । ଏଭଳି ଏକ ମର୍ୟ୍ୟାଦାପୂର୍ଣ୍ଣ କମିଟିର ସଦସ୍ୟ ହେବାପରେ ଶ୍ରୀ ଖାନ୍‌ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତଥା କଂଟାବାଂଜି ବିଧାୟକ ସନ୍ତୋଷ ସିଂ
Read More...

ନବବର୍ଷରେ ପିକ୍‌ନିକ୍‌ ଯିବା ହେଲା କାଳ : ପଣ୍ଡରାପିଟାରେ ସଡକ ଦୁର୍ଘଟଣାରେ ଡ୍ରାଇଭର ସହ ପାଖାପାଖି ୩୦ ଜଣ ଗୁରତର ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବରକାନି ଗ୍ରାମପଂଚାୟତର ପଣ୍ଡରାପିଟା ଗ୍ରାମ ଠାରେ ନବବର୍ଷରେ ଏକ ଟାଟାଏସି ଗାଡି (ଓଡି୦୩ଟି୦୬୯୩) ଯୋଗେ ପିକ୍‌ନିକ୍‌ କରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗାଡି ଓଲଟି ଯିବାରୁ ଡ୍ରାଇଭର ସହ ପାଖାପାଖି ୩୦ ଜଣ ଗୁରତର ଆହତ
Read More...

ସମଲେଶ୍ୱରୀ ମନ୍ଦିରରେ ଭକ୍ତ ପ୍ରଶାସନ ମୁହାମୁହିଁ : ସବୁଜ ରଙ୍ଗକୁ ନେଇ ବିବାଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଭକ୍ତ ଓ ଅଧିକାରୀମାନେ ମହାମୁହିଁ ହୋଇଥିଲେ । ସୂଚନା ଅନୁସାରେ କିଛି ଦିନ ତଳେ ମନ୍ଦିରର କିଛି ଅଂଶ ଭାଙ୍ଗି ଯାଇଥିବାରୁ ବଲାଙ୍ଗିରର ଭକ୍ତମାନଙ୍କ ମନରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରଶାସନ ମନ୍ଦିର ମରାମତି
Read More...

ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତ ବାର୍ଷିକୀ ଉଦ୍‌ଯାପନୀ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ଲିଟେରାରୀ ଏଣ୍ଡ ସୋସିଆଲ କ୍ଲବଠାରେ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ଜନ୍ମ ଶତବାର୍ଷିକୀ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏ ପାର୍ବଣରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ରାମ ଶରଣ
Read More...

ରକ୍ତଦାନ ଶିବିରରୁ ନବବର୍ଷର ଶୁଭାରମ୍ଭ କଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ୨୦୨୨ ନବବର୍ଷର ପ୍ରଥମ ଦିନରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର ଓ ଆଇଆଇଏଚ୍‌ଟି, ବରଗଡର ମିଳିତ ଉଦ୍ୟମରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରି ନବବର୍ଷକୁ ସ୍ୱାଗତ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ବରଗଡ଼
Read More...

ମଦ ପିଇ ଗାଡି ଚଳାଇବା ପଡିଲା ମହଙ୍ଗା : ଡ୍ରାଇଭିଂ ଲାଇସେନ୍ସ ଜବତ ସହ ଜୋରିମାନା ଆଦାୟ କଲା ପୋଲିସ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ସନ୍ଧ୍ୟାରେ ଜିଲ୍ଲା ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଦେଓଗାଁ ରାସ୍ତା ଓ ବେହେରାପାଲି ଛକଠାରେ ମଦ ପିଇ ଗାଡି ଚଳାଉଥିବା ୫ଜଣଙ୍କର ପରୀକ୍ଷାରେ ଧରାପଡିଥିବା ଜଣାପଡିଛି । ସେମାନଙ୍କଠାରୁ ଫାଇନ ସହିତ ଡ୍ରାଇଭିଂ ଲାଇସେନ୍ସ ଜବତ
Read More...

ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ମଣ୍ତି ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ପଦ୍ମପୁର ଅଞ୍ଚଳର ଝିଟିକି, ଛନ୍ଦେଇକେଲା, ବରତୁଣ୍ତା, ମାଣ୍ଡୋସିଲ, ପାଇକମାଲ, ମାଣ୍ତିଆଢିପା ବିଭିନ୍ନ ମଣ୍ତି ପରିଦର୍ଶନ କରିବା ପରେ ମଣ୍ତିମାନଙ୍କରୁ ତୁରନ୍ତ
Read More...

ବରଗଡ଼ ସାଂସଦଙ୍କ ଶାନ୍ତି ତପୋବନ ଆଶ୍ରମ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଇଂରାଜୀ ନବବର୍ଷ ଅବସରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ବରଗଡ଼ ସହର ନିକଟସ୍ଥ ଶାନ୍ତି ତପୋବନ ଆଶ୍ରମ ପରିଦର୍ଶନ କରିଥିଲେ । ଏହି ଅବସରରେ ସମ୍ପର୍କ ସ୍ବେଛାସେବୀ ଅନୁଷ୍ଠାନ ବରଗଡ ତରଫରୁ ଶାନ୍ତି ତପୋବନ ଆଶ୍ରମ, ଚକରକେନ୍ଦ ଛକ ସ୍ଥିତ ମାତୃଛାୟା ଓ
Read More...

ନବବର୍ଷ ଉପଲକ୍ଷେ କୁମ୍ଭାରୀ ଗାଁରେ ଆଦିବାସୀ କଲ୍ୟାଣ ସଂଘ ତରଫରୁ ବୃକ୍ଷ ରୋପଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ନବବର୍ଷ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାର ସଇଁନ୍ତଲା ବ୍ଲକ କୁମ୍ଭାରୀ ଗାଁରେ ଆଦିବାସୀ କଲ୍ୟାଣ ସଂଘ ତରଫରୁ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ ସଂଘ କୁମ୍ଭାରୀର ସଭାପତି ପ୍ରଶନ୍ନ କୁମାର ମଲ୍ଲିକ, କୁମ୍ଭାରୀର ସରପଞ୍ଚ
Read More...