Daily Archives

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ସଇଁନ୍ତଲା ବ୍ଲକ ବଡମାଳ ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସଂପତ୍ତି ଘୋଷଣା ଦାବୀ : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସଂପତ୍ତି ଘୋଷଣା ସହ ପାହାଡର ଶୀଖରରେ ଗୌତମବୁଦ୍ଧଙ୍କ ପଟ୍ଟଶିଷ୍ୟ ନାଗାର୍ଜୁନଙ୍କ ଦ୍ବାରା ସ୍ଥାପିତ ଧ୍ବଂସ ପ୍ରାପ୍ତ ବୌଦ୍ଧ ବିଶ୍ବ ବିଦ୍ୟାଳୟ ସୁରକ୍ଷା, ରକ୍ଷଣା ବେକ୍ଷଣ ସହ ଗନ୍ଧମାର୍ଦ୍ଦନ ପର୍ବତର ଉପଲବ୍ଧ ୨ ହଜାର
Read More...

ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ ‘ମେଳର ବଳ’ ଲୋକାର୍ପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନୀଳଚକ୍ର ପ୍ରକାଶନ, ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ 'ମେଳର ବଳ' ପୁସ୍ତକକୁ ଶନିବାର ଡେଲାଙ୍ଗ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି
Read More...

ବୌଦ୍ଧ ଜିଲ୍ଲାରେ ସଂରକ୍ଷଣ ତାଲିକାକୁ ନେଇ ବଢୁଛି ଅସନ୍ତୋଷ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ସରପଞ୍ଚ ପଦବୀ ଅଣସଂରକ୍ଷିତ ରଖାଯିବା ପାଇଁ ଶତାଧିକ ଲୋକ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଥିବା ଜଣାପଡିଛି । ଗତ ଅକ୍ଟୋବର ମାସରେ ଜିଲ୍ଲାପାଳଙ୍କ ଦ୍ବାରା ପ୍ରକାଶିତ ଚୁଡ଼ାନ୍ତ ତାଲିକାରେ ମନମୁଣ୍ଡା ଗ୍ରାମ ସରପଞ୍ଚ ପଦବୀ ଅଣସଂରକ୍ଷିତ ଥିବା ବେଳେ
Read More...

୧୫-୧୮ ବର୍ଷ ବୟସ ବର୍ଗ ହିତାଧିକାରୀଙ୍କ କୋଭିଡ ଟୀକାକରଣ ପାଇଁ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ

କୋଭାକ୍ସିନ ଟୀକା ନେବେ ହାରାହାରୀ ୩୯୫୫୮ ହିତାଧିକାରୀ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଅଗାମୀ ୩ ଜାନୁୟରୀରୁ ସୁବର୍ଣ୍ଣପୁର ଜିଲ୍ଲାରେ ୧୫-୧୮ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କ ପାଇଁ କୋଭିଡ ଟୀକାକରଣ ଅନୁଷ୍ଠିତ ହେବ । ଏହି ଟୀକାକରଣର ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ଥିବା ବେଳେ ଆଜି
Read More...

ତୁରେକେଲା ବ୍ଲକର ବିଭିନ୍ନ ଅଞ୍ଚଳରେ କରୋନା ଟୀକାକରଣ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ତୁରେକେଲା ବ୍ଲକ ଅନ୍ତର୍ଗତ ଖୁଟୁଲୁମୁଣ୍ଡା, ଦାବରି, ଲର୍କି, ଗଡଗଡବାହାଲ, ନାଗଫେନା, କନ୍ଦେଇ ଓ ଭରୁଆକାନି ଗ୍ରାମରେ ଭେକ୍ସିନେଟର ମେହେତ୍ରୀ ନାଏକ, ଡିଇଓ ପ୍ରହଲ୍ଲାଦ ସାହୁ ଅଙ୍ଗନବାଡ଼ି କର୍ମୀମାନେ ଏବଂ ଆଶାକର୍ମୀଙ୍କ ଉପସ୍ଥିତି କ୍ରମେ ଉପରୋକ୍ତ
Read More...

ନବବର୍ଷରେ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କଲେ ରକ୍ଷକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନବବର୍ଷକୁ ସ୍ୱାଗତ କରିବାରେ ଜନସାଧାରଣ ମସ୍‌ଗୁଲ୍‌ ଥିବା ବେଳେ ତୁରେକେଲା ଠାରେ ଏକ ସଡକ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ତୁରେକେଲା ଶେଷ ମୁଣ୍ଡରେ ଥିବା ତାରିଣୀ ମନ୍ଦିର ମୋଡରେ ଦୁଇଟି ମୋଟର ସାଇକଲ ମୁହାଁମୁହିଁ ହେବା ଫଳରେ
Read More...

ନବବର୍ଷରେ ମା’ସିଧ୍ୟଚଣ୍ଡୀଙ୍କ ପୀଠରେ ଅଭିନନ୍ଦନ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗ୍ରାମ ପଞ୍ଚାୟତର ଅତିଣ୍ଡା ଗ୍ରାମରେ ମା' ସିଧ୍ୟଚଣ୍ଡୀଙ୍କ ପୀଠରେ ଆଜି ନବବର୍ଷରେ ଗ୍ରାମରଖିମାନଙ୍କ ସୁଖ ଦୁଃଖରେ ସାହା ହେଲେ ମା' । ଏଇ ମା'ଙ୍କ ପୀଠରେ ଧୂମ୍‌ଧାମରେ ପୂଜାର୍ଚ୍ଚନା କରି ହୋମ ଘିଅ, ଧୂପରେ ମା'ଙ୍କ ହୋମକୁଣ୍ଡରେ
Read More...

କଣ୍ଟାମାଲରେ ଶିକ୍ଷକ ସଂଘର ବୈଠକ : ଶିକ୍ଷକଙ୍କ ଏକତାକୁ ଗୁରୁତ୍ୱ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ସଂଘର ଏକ ଜୁରୁରୀ କାଳୀନ ବୈଠକ ଶୁକ୍ରବାର କଣ୍ଟାମାଲ ଏମ୍‌ଇ ସ୍କୁଲଠାରେ ବ୍ଲକ ସଂଘର ସଭାପତି ରତ୍ନନିଧି ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ପୂର୍ବତନ ବାଚସ୍ପତି ସ୍ବର୍ଗତ
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶୈକ୍ଷିକ ସହାୟତା ପ୍ରଦାନ ନିମନ୍ତେ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପି.ପି. ଏକାଡେମୀଠାରେ ସମଗ୍ର ଶିକ୍ଷା ବଲାଙ୍ଗିର ଆନୁକୂଲ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ନିବେଶୀ ଶିକ୍ଷା ମାଧ୍ୟମରେ ଶୈକ୍ଷିକ ତଥା ତଥ୍ୟ ଭିତ୍ତିକ ଶିକ୍ଷା ପ୍ରଦାନ ନିମନ୍ତେ ସମସ୍ତ ବ୍ଲକର ବିଶେଷ ଆବଶ୍ୟକତା ଥିବା ଶିଶୁମାନଙ୍କ
Read More...