pakka

ତୁରେକେଲା ବ୍ଲକର ବିଭିନ୍ନ ଅଞ୍ଚଳରେ କରୋନା ଟୀକାକରଣ

bbehera

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ତୁରେକେଲା ବ୍ଲକ ଅନ୍ତର୍ଗତ ଖୁଟୁଲୁମୁଣ୍ଡା, ଦାବରି, ଲର୍କି, ଗଡଗଡବାହାଲ, ନାଗଫେନା, କନ୍ଦେଇ ଓ ଭରୁଆକାନି ଗ୍ରାମରେ ଭେକ୍ସିନେଟର ମେହେତ୍ରୀ ନାଏକ, ଡିଇଓ ପ୍ରହଲ୍ଲାଦ ସାହୁ ଅଙ୍ଗନବାଡ଼ି କର୍ମୀମାନେ ଏବଂ ଆଶାକର୍ମୀଙ୍କ ଉପସ୍ଥିତି କ୍ରମେ ଉପରୋକ୍ତ ଗ୍ରାମଗୁଡିକରେ କରୋନା ମହାମାରୀର ଟୀକାକରଣ କରାଯାଇଥିଲା ।

Leave A Reply

Your email address will not be published.

one × 3 =