Browsing Tag

turekela news

ରାତି ଅଧରେ ପ୍ରେମିକ ସହ ଫେରାର ମାରୁଥିଲା ନବବିବାହିତା ସ୍ତ୍ରୀ : ଧରା ପଡିଗଲେ ଦୁହେଁ, ନିର୍ଦ୍ଧୁମ ଛେଚି ଚପଲ ମାଳ…

ତୁରେକେଲା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳର ମହଖଣ୍ଡ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ନବବିବାହିତା ସ୍ତ୍ରୀ ପ୍ରେମିକ ସହ ଚମ୍ପଟ ମାରୁଥିବା ବେଳେ ସ୍ୱାମୀ ହାତରେ ଧରା ପଡି ମାଡଖାଇ ଗ୍ରାମରେ ହଟହଟା ହୋଇଥିବା ଭଳି ଏକ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ
Read More...

ତୁରେକେଲା ଥାନା କଫ ସିରଫ ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ : କୋର୍ଟ ଚାଲାଣ କଲା ତୁରେକେଲା ପୋଲିସ

ତୁରେକେଲା, (ଅଶୋକ କୁମାର ବାଗ) : ତୁରେକେଲା ଥାନା ପୋଲିସ ଗତ ଶନିବାର ରାମୁଡ଼ ଗ୍ରାମ ନିକଟରୁ ବେଆଇନ କଫ ସିରଫ ଚୋରା ଚାଲାଣ କରୁଥିବା ଜଣେ ବ୍ୟକ୍ତିକୁ ଗିରଫ କରି ତାଙ୍କ ପାଖରୁ ୧୦୪ ବୋତଲ କଫ ସିରଫ ଜବତ କରି ତାକୁ କୋର୍ଟ ଚାଲାଣ କରିଥିଲା । ଅଧିକ ତଦନ୍ତ କଲା ପରେ ତୁରେକେଲା ପୋଲିସ ଆଜି ଆଉ
Read More...

କିଛି ଦିନର ନୀରବତା ପରେ ପୁଣି କଫ ସିରପ୍‌ ଜବତ : ଜଣେ ଗିରଫ

ତୁରକେଲା, (ଅଶୋକ କୁମାର ବାଗ) : ତୁରେକେଲା ଥାନା ଅଧିକାରୀଙ୍କ ନଜର ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ରହି ଆସୁଥିବା ବେଳେ ରବିବାର ବେଆଇନ୍‌ କଫ ସିରପ୍‌ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ତୁରେକେଲା ପୋଲିସ
Read More...

କୋଶଳ ପ୍ରବାହର ପ୍ରଭାବ : ମରାମତି ହେଲା ଭଙ୍ଗା ନଳକୂପ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ନୂଆପଡାରେ ଏକ କାର୍ ଓଡି ୦୩ ଜେଡ୨୭୦୦ କିରାନା ଦୋକାନର ପିଣ୍ଢା ଉପରେ ଚଢ଼ି ଯାଇ ନଳକୂପକୁ ଧକ୍କା ଦେଇ ଭାଙ୍ଗି ଦେଇଥିଲା । ସେଥି ପାଇଁ ପଡାବାସୀ ବ୍ଳକ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଥିଲେ । ଏନେଇ
Read More...

ନଳକୂପ ମରାମତି ପାଇଁ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ନୂଆପଡ଼ାବାସୀ

ତୁରେକେଲା, (କୈଳାସ ସଗ୍ରିଆ) : କାର୍‌ ଧକ୍କାରେ ଭାଙ୍ଗି ଦେଇଥିଲେ ନଳକୂପ । ଲୋକେ ଥାନାରେ ଅଭିଯୋଗ କରିବାକୁ ଯିବା ସମୟରେ ନେହୁରା ହେଲେ । ନଳକୂପ ମରାମତି କରିଦେବାକୁ ଜବାବ୍‌ ଦେଲେ । ଅଥଚ କଥା ଦେଇ ରଖିଲେ ନାହିଁ କଥା । ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି
Read More...

କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା ସଂରକ୍ଷିତ ଜଙ୍ଗଲରେ ଜମି ତିଆରି କରୁଥିବା ଏକ କାର୍ଯ୍ୟରତ ଜେସିବି ଜବତ୍

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀଙ୍କ ଦ୍ଵାରା ସଂରକ୍ଷିତ ଜଙ୍ଗଲରେ ଜମି ତିଆରି କରୁଥିବା ଏକ କାର୍ଯ୍ୟରତ ଜେସିବି ଓଡି ୦୩ଭି୧୨୩୯ ଜେସିବିକୁ ଜବତ୍ କରିଛି ଜଙ୍ଗଲ ବିଭାଗ । ଏହା ସହ ତୁରେକେଲା ବ୍ଲକ ତୁରେକେଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ
Read More...

ହିତାଧିକାରୀଙ୍କ ଭତ୍ତା ହଡ଼ପ୍‌ ଅଭିଯୋଗ କରାଯାଇଛି

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାମକି ଗାଁର ବୃଦ୍ଧବୃଦ୍ଧା, ବିଧବା ଦିବ୍ୟାଙ୍ଗମାନଙ୍କ ଭତ୍ତା ଦୁର୍ନୀତି ହୋଇଥିବା ଭଳି ଭତ୍ତା ହିତାଧିକାରୀମାନେ ଏକ ସଙ୍ଗିନ ଅଭିଯୋଗ କରିଛନ୍ତି । ପାଉଥିବ ଭତ୍ତା ହିତାଧିକାରୀମାନଙ୍କ
Read More...

ଗାଁରୁ ଦାଦନ ହୋଇ ଗଲେ : ଶବ ହୋଇ ଫେରିଲେ

ତୁରେକେଲା, (କୈଳାସ ସଗ୍ରିଆ) : ଗାଁରୁ ଦାଦନ ହୋଇ ଗଲେ । ଶବ ହୋଇ ଫେରିଲେ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ତୁରେକେଲା ବ୍ଲକ ବଡ଼ବାଙ୍କି ପଞ୍ଚାୟତ ଜାମକି ଗାଁରେ । ଜାମକି ଗାଁର ବିଦ୍ୟାଧର ମାଝୀ ପରିବାର ଲୋକଙ୍କ ସହ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଦିନରାତି କାମ
Read More...

ବର୍ତ୍ତିବେନି କଫ ସିରଫ ମାଫିଆ : ଆକ୍ସନ ମୁଡ଼ରେ ତୁରେକେଲା ପୋଲିସ ଟିମ

କଫ ସିରଫ ସହ ବିପୁଳ ପରିମାଣରେ ନିଶା ବଟିକା ଜବତ ତୁରେକେଲା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ବହୁତ ସହଜରେ ନିଶା ସାମଗ୍ରୀ ମିଳୁଥିବାରୁ ଲୋକେ ଅନାୟାସରେ ଏହାକୁ ବ୍ୟବହାର କରୁଛନ୍ତି ।
Read More...

କାର୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ଦୁଇଜଣଙ୍କ ଗୋଡ଼ ଛିଣ୍ଡିଗଲା, ଜଣେ ଗୁରୁତର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କଣ୍ଟାବାଞ୍ଜିରୁ ତୁରେକେଲାକୁ ସଂଯୋଗ କରୁଥିବା ରାସ୍ତାର ଝରଣୀ ଛକ ନିକଟରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ତୁରେକେଲା ପଟୁ ଏକ ବାଇକ୍‌ରେ ତିନି ଜଣ ଆସୁଥିବା ବେଳେ କଣ୍ଟାବାଞ୍ଜି ପଟୁ ଆସୁଥିବା ଏକ
Read More...