Browsing Tag

turekela news

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳିତ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ବିଜୁ ଜନତା ଦଳର ନେତ୍ରୀ ନିରୁପମା ମାଝିଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି ।…
Read More...

ଗୋଟିଏ ସୂଚନା ଫଳକରେ ଦୁଇ କାମର ଉଲ୍ଲେଖ : ମନରେଗା କାର୍ଯ୍ୟରେ ଅନିୟମିତତା ଅଭିଯୋଗ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକରେ ପୁଣିଥରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ନିଶ୍ଚିତି ଯୋଜନା (ମନରେଗା) କାମରେ ଅନିୟମିତତା ନେଇ ଅଭିଯୋଗ ଆସିଛି । ବ୍ଲକ ଅନ୍ତର୍ଗତ ବଡଡକଲା ପଞ୍ଚାୟତର ଗୁର୍ଲାଗୁଡ଼ା ଗ୍ରାମରେ ଥିବା ପଖେନ୍ ଚଚରା ପୋଖରୀର…
Read More...

ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ : ଅଗ୍ନିଶମ ବାହିନୀଙ୍କ ତତ୍ପରତାରେ ନିଆଁ ନିୟନ୍ତ୍ରଣ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଲର୍କି ଗ୍ରାମର ଏକ ଜଙ୍ଗଲ ଅଞ୍ଚଳରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ପମ୍ପ ସାମ୍ନାରେ ଥିବା ଜଙ୍ଗଲରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ହୁହୁ ହୋଇ ନିଆଁ ଜଳୁଥିବାରୁ ସ୍ଥାନୀୟ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଶଳା-ଭିଣୋଇଙ୍କ ମୃତ୍ୟୁ

ତୁରେକେଲା, (ପୀତାମ୍ବର ଦୀପ) : ବଲାଙ୍ଗିର ଜିଲା ତୁରେକେଲା ଥାନା ବୁଢୀବାହାଲ ଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଶଳା, ଭିଣୋଇଙ୍କ ମୃତ୍ୟୁ । ବୁଧବାର ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଦୁଇ ଶଳା ଓ ଭିଣୋଇ ଏକ ମଟର ସାଇକେଲ ଯୋଗେ…
Read More...

କଣ୍ଟାବାଞ୍ଜି ପ୍ରିମିୟର ଲିଗ୍ ପ୍ରଥମ ସିଜନ୍ ଆଜିଠୁ ଆରମ୍ଭ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜିରେ କ୍ରିକେଟ ପ୍ରିମିୟର ଲିଗ୍‌ର ପ୍ରଥମ ସିଜନ୍ ଭବ୍ୟ ଭାବେ ଆରମ୍ଭ ହୋଇଛି । ଏହି ଲିଗ୍‌କୁ କଣ୍ଟାବାଞ୍ଜି ଟାଉନ ଏକାଦଶ କ୍ରିକେଟ କ୍ଲବ୍‌ ତରଫରୁ ଆୟୋଜନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କଣ୍ଟାବାଞ୍ଜିର ୮ଟି ଦଳ ଭାଗ ନେଉଛନ୍ତି । ଲିଗ୍‌ରେ…
Read More...

ବିଶାଳ ହିନ୍ଦୁ ସମ୍ମିଳନୀ ତୁରେକେଲା ଖଣ୍ଡ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଟିକ୍ରାପଡ଼ା ସ୍ଥିତ ଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତୁରେକେଲା ମଣ୍ଡଳ ହିନ୍ଦୁ ସମ୍ମିଳନୀ ଆୟୋଜକ କମିଟି ସଭାପତି ପୁରନ୍ଦର ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ତୁରେକେଲାରେ ଜବର୍ ଦଖଲ ଜମି ଉଚ୍ଛେଦ : ତହସିଲଦାରଙ୍କ ଉପସ୍ଥିତିରେ ଚିହ୍ନଟ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ଅଞ୍ଚଳରେ ଜବର୍ ଦଖଲ ହୋଇଥିବା ସରକାରୀ ଜମିକୁ ଉଚ୍ଛେଦ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି । ତହସିଲଦାରଙ୍କ ସ୍ୱୟଂ ଉପସ୍ଥିତିରେ ଆଜି ଅବୈଧ ଦଖଲ ହଟାଇବା ପାଇଁ ଚିହ୍ନଟ କାର୍ଯ୍ୟ କରାଯାଇଛି । ପ୍ରଶାସନୀୟ ଦଳ ଦ୍ୱାରା ଜମି…
Read More...

କନ୍ଦେଇ ଗାଁରୁ ମହିଳା ନିଖୋଜ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଅନ୍ତର୍ଗତ କନ୍ଦେଇ ଗାଁରୁ ଜଣେ ମହିଳା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ନିଖୋଜ ମହିଳାଙ୍କ ନାମ ସୁଷମା ଦୀପ (୩୬) ହୋଇଥିବା ବେଳେ ସେ ଗୁରୁବାରୁ ଦୀପଙ୍କ ସ୍ତ୍ରୀ ବୋଲି ଜଣାପଡ଼ିଛି । କିଛିଦିନ ତଳେ ସେ ଘରୁ ବାହାରିଥିବା ବେଳେ ଆଉ ଘରକୁ ଫେରି…
Read More...

ମହଖଣ୍ଡରେ ନିମ୍ନମାନର ରାସ୍ତା କାମ ଅଭିଯୋଗ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ଅଞ୍ଚଳରେ ନିମ୍ନମାନର ରାସ୍ତା ନିର୍ମାଣର ଅଭିଯୋଗ ଆସିଛି । ଗ୍ରାମୀଣ ବିଭାଗ (ଆରଡି) ଏବଂ କାର୍ଯ୍ୟନିର୍ବାହୀ ଠିକାଦାର ମହଖଣ୍ଡରୁ ନାନ୍ଦୋଳ ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ପିଚୁ ରାସ୍ତାରେ ନିମ୍ନମାନର…
Read More...

ଠିପି ବନ୍ଦ ମଦ ଦୋକାନରେ ଠିପି ଖୋଲା ବେପାର : ମିନି ବାର ସଜାଇ ଖୋଲାମେଲା ମଦ୍ୟପାନ ଅଭିଯୋଗ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି କଲେଜ୍ ନିକଟରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନରେ ସରକାରୀ ନିୟମକୁ ଉଲ୍ଲଂଘନ କରି ଠିପି ଖୋଲା ବେପାର ଚାଲିଥିବା ନେଇ ଗୁରୁତର ଅଭିଯୋଗ ଉଠିଛି । ନିୟମ ଅନୁଯାୟୀ ଏହି ଦୋକାନରେ କେବଳ ମଦ…
Read More...