pakka

ନବବର୍ଷରେ ମା’ସିଧ୍ୟଚଣ୍ଡୀଙ୍କ ପୀଠରେ ଅଭିନନ୍ଦନ

bbehera

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗ୍ରାମ ପଞ୍ଚାୟତର ଅତିଣ୍ଡା ଗ୍ରାମରେ ମା’ ସିଧ୍ୟଚଣ୍ଡୀଙ୍କ ପୀଠରେ ଆଜି ନବବର୍ଷରେ ଗ୍ରାମରଖିମାନଙ୍କ ସୁଖ ଦୁଃଖରେ ସାହା ହେଲେ ମା’ । ଏଇ ମା’ଙ୍କ ପୀଠରେ ଧୂମ୍‌ଧାମରେ ପୂଜାର୍ଚ୍ଚନା କରି ହୋମ ଘିଅ, ଧୂପରେ ମା’ଙ୍କ ହୋମକୁଣ୍ଡରେ ପୂଜା କରିଥିଲେ । ପ୍ରକାଶ ନାୟକ ଓ ଛାୟା କାନ୍ଥ ଦେହୁରୀ, ଶିବ ଦେହୁରୀ, ପ୍ରକାଶ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ଶରତ ପ୍ରଧାନଙ୍କ ନେତୃତ୍ୱରେ ଓ ଅତିଣ୍ଡା ଗ୍ରାମବାସୀଙ୍କ ମଧ୍ୟରେ ଏହି ପୂଜା ହୋଇଥିଲା, ନବବର୍ଷରେ ଆନନ୍ଦର ସହ ଭୋଜି ଭାତ କରି ସମସ୍ତ ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.

7 − 4 =