pakka

ପିସିସି ଲିଗାଲ ସେଲ୍ କମିଟିର ସଦସ୍ୟ ମନୋନୀତ ହେଲେ ଯୁବ ଆଇନଜୀବୀ ଅଫତାବ୍ ଆଲମ୍ ଖାନ୍

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିସିସି ଲିଗାଲ ସେଲ୍ କମିଟିର ସଦସ୍ୟ ମନୋନୀତ ହେଲେ ବଲାଙ୍ଗିରର ଯୁବ ଆଇନଜୀବୀ ଅଫତାବ୍ ଆଲମ୍ ଖାନ୍ । ଏଭଳି ଏକ ମର୍ୟ୍ୟାଦାପୂର୍ଣ୍ଣ କମିଟିର ସଦସ୍ୟ ହେବାପରେ ଶ୍ରୀ ଖାନ୍‌ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତଥା କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

3 × four =