Daily Archives

ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ଜିଲ୍ଲାପାଳ ଏବଂ ଏସ୍‌ପି. ମାନଙ୍କ ସହ ଭର୍ଚ୍ଚୁଆଲ୍‌ ମାଧ୍ୟମରେ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ଜିଲ୍ଲାପାଳ ଏବଂ ଏସ୍‌ପି. ମାନଙ୍କ ସହ ଭର୍ଚ୍ଚୁଆଲ୍‌ ମାଧ୍ୟମରେ ରାଜ୍ୟ ନିର୍ବାଚନ କମିଶନ ଆଲୋଚନା କରିଛି । କୋଭିଡ଼ ଗାଇଡ଼୍‌ ଲାଇନ୍‌ ପାଳନ କରି ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ଅବାଧ ଓ ନିରପେକ୍ଷ
Read More...

ନକଲି ପୋଲିସ ଯାଞ୍ଚ୍ ଆଳରେ କରୁଥିଲେ ଲୁଟପାଟ୍, ଅସଲି ପୋଲିସ କଲା ଗିରଫ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୋଲିସ ସ୍କ୍ୱାଡର କର୍ମଚାରୀ ପରିଚୟ ଦେଇ ଲୁଟ୍‌ପାଟ୍‌ କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଅତାବିରା ଥାନା ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗିର ସଦର ଥାନା ସିନ୍ଦୁରବାହାଲ ଗ୍ରାମର ସୁମନ ଶେଖର ପାଣିଗ୍ରାହୀ (୨୬) ଏବଂ ବରଗଡ଼ ପୌର ପରିଷଦ
Read More...

ମନ୍ତ୍ରୀ ଟୁକୁନିଙ୍କ ପୋଷ୍ୟ ସ୍କୁଲକୁ ଭଲ ରାସ୍ତାଟିଏ ନାହିଁ : ପଞ୍ଚାୟତ ନିର୍ବାଚନରେ ଜବାବ ଦେବେ ଜନତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗାଁ ଓ ସହରର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିକାଶ ପାଇଁ ସ୍ଥାନୀୟ ଓଡିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଅଣଦେଖା କରୁଥିବା ନେଇ ସାଧାରଣରେ ଆଲୋଚନ ହେଇଛି । ସୂଚନା
Read More...

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ କୁଡ଼ାସିଂହାରେ ଆଦିତ୍ୟ ବାହିନୀର ଶାଖା ଗଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ କୁଡ଼ାସିଂହା ଗାୟତ୍ରୀ ପୀଠରେ କୁଡ଼ାସିଂହା ତଥା ଆଖପାଖ ଅଂଚଳର ଜଗନ୍ନାଥ ପ୍ରେମୀମାନଙ୍କୁ ନେଇ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର, ସୁରକ୍ଷା ସକାଶେ ଏବଂ ଆଦିତ୍ୟ ବାହିନୀ ଶାଖା ଗଠନ କରାଯାଇଥିଲା । ଭାରତୀୟ ସଂସ୍କୃତିର ବିଚାରଧାରା
Read More...

ଆପ୍ ରାଜ୍ୟ ସମ୍ପାଦକ ବିନୟ ତିୱାରୀଙ୍କ ବରଗଡ଼ ଗସ୍ତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆପ୍ ରାଜ୍ୟ ସମ୍ପାଦକ ବିନୟ ତିଓ୍ବାରୀ ଆଜି ବରଗଡ଼ ଗସ୍ତ ଅବସରରେ ସମାଜସେବୀ ପବିତ୍ର ଦେହେରି ତାଙ୍କ ସମର୍ଥକଙ୍କ ସହ ଆପ୍ ପରିବାରରେ ସାମିଲ ହୋଇଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି, ବିଜୁଳି ଫ୍ରି ଭଳି ପ୍ରସଙ୍ଗରେ ପ୍ରଭାବିତ ହୋଇ ଶ୍ରୀ ଦେହେରି
Read More...

ରୁଗୁଡିପଡା ଭେଣ୍ଡିଂ ଜୋନ୍‌ରେ ନିଆଁ ଲଗେଇଲେ ଦୁର୍ବୃତ୍ତ : ମାମାଲା ଟାଉନଥାନାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମ୍ୟୁନିସିପାଲିଟି ପକ୍ଷରୁ ରୁଗୁଡିପଡାରେ ନିର୍ମିତ ଭେଣ୍ଠିଂ ଜୋନ୍‌ରେ କିଛି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିବା ବେଳେ ବେପାରୀମାନେ ଏହାକୁ ନେଇ ଟାଉନ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ବେପାରୀମାନଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି
Read More...

ଉମାଂଗ-ଉଡାନ କାର୍ଯ୍ୟକ୍ରମ ଅନୁଷ୍ଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତ ପାଳନ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ସହାୟତାରେ ଓ କାଉନସିଲ ଅଫ୍‌ ହାଣ୍ଡିକ୍ରାପ୍ଟ ଡେଭଲପମେଣ୍ଟ କପୋରେସନ, ନୂଆଦିଲ୍ଲୀ, ଇଡିଆଇଆଇ, ଅହମ୍ମଦାବାଦ ସହଯୋଗରେ ଏବଂ ସମ୍ପର୍କ ଦ୍ଵାରା ଷ୍ଟୋନ
Read More...

ଆସନ୍ତା କାଲି ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳ ସହ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୩୩ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ଉଲୁଣ୍ଡା, ବିନିକା, ବୀରମହାରାଜପୁର,
Read More...

ପଞ୍ଚାୟତ ନିର୍ବାଚନ ପାଇଁ କଣ୍ଟାମାଲ ବିଜେପିର ସାଙ୍ଗଠାନିକ ବୈଠକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ବାଉଁଶୁଣି ତୁଳସୀ କଲ୍ୟାଣ ମଣ୍ଡପଠାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ଏକ ସାଙ୍ଗଠାନିକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦଳ କିପରି ନିର୍ବାଚନରେ ବିଜୟୀ ହେବ ସେ ନେଇ ରଣକୌଶଳ
Read More...

ବଲାଙ୍ଗିର ପୌରାଂଚଳରୁ ୧୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ୧୮ ନମ୍ବର ୱାର୍ଡରୁ ସର୍ବାଧିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରୁ ୧୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ ନମ୍ବର ୱାର୍ଡରୁ ସର୍ବାଧିକ ୧୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ହଜାର ୮୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆଜି
Read More...