Daily Archives

ସଂରଣକ୍ଷରୁ ବାଦ ପ୍ରତିବାଦରେ ଗେର୍ଡା ପଞ୍ଚାୟତରେ ତାଲା : ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣରୁ ବାଦ ଦେଇଥିବା ପ୍ରତିବାଦରେ ଆଜି ପାଟଣାଗଡ଼ ବ୍ଲକର ଗେର୍ଡା ପଞ୍ଚାୟତରେ ତାଲା ପକାଇଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସରକାର ଆଦିବାସୀଙ୍କ ରାଜନୈତିକ ସଂରକ୍ଷଣ ପଦବୀ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଓ
Read More...

ସୂର୍ଯ୍ୟକାନ୍ତି ଟିଭିର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳିତ

ଭବାନୀପାଟଣା, (ପି.କେ. ସାହୁ) : ସୁପରିଚିତ ସାହିତ୍ୟ ଭିର୍ତ୍ତିକ ୱେବ ଚ୍ୟାନେଲ ସୂର୍ଯ୍ୟକାନ୍ତି ଟିଭିର ଦ୍ୱିତୀୟ ପ୍ରତିଷ୍ଠା ଦିବସ କରୋନା ମହାମାରୀ ଯୋଗୁଁ ଭର୍ଚୁଆଲ ମାଧ୍ୟମରେ ପାଳିତ ହୋଇଯାଇଛି ।ସୂର୍ଯ୍ୟକାନ୍ତି ଟିଭିର ମୁଖ୍ୟ ପରିଚାଳକ ଯୁଧିଷ୍ଠିର ମୁଦୁଲିଙ୍କ ସଭାପତିତ୍ୱରେ ଆୟୋଜିତ ଏହି
Read More...

ମ.ରାମପୁର ଜିଲ୍ଲା ପରିଷଦ ଜୋନ୍ (କ) : ବିଜେପି, ବିଜେଡ଼ି ମଧ୍ୟରେ ହେବ ଜୋର ଲଢେଇ, କଂଗ୍ରେସ ଖୋଜୁଛି ପ୍ରାର୍ଥୀ

ମ.ରାମପୁର, (ହେମନ୍ତ ସାହୁ) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବାଜି ସାରିଲାଣି ବିଗୁଲ । ଶିବିର ବି ସଜ ଆଉ ସୈନିକ ବି ପ୍ରସ୍ତୁତ । ଠାଏ ଠାଏ ଜମିଲାଣି ଚର୍ଚ୍ଚା ଆଉ ଆଲୋଚନା । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ ଦୁଇଟି ଜୋନ ରହିଥିବା ବେଳେ ଏହି ଦୁଇଟି ଜୋନ ସଂଖ୍ୟା ରହିଛି ୩୩
Read More...

ଅନଲାଇନ୍‌ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଡାଟା ଯୋଗାଇଦିଅ : ଏଆଇଡିଏସ୍‌ଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଓଡ଼ିଶା ଦାବୀ ଦିବସ ଉପଲକ୍ଷେ ଆଜି ଏଆଇଡିଏସ୍‌ଓ ଛାତ୍ର ସଙ୍ଗଠନ ବଲାଙ୍ଗିର ଶାଖା ପକ୍ଷରୁ ଛାତ୍ର ପ୍ରତିନିଧି ମାନେ ବିଦ୍ୟାଳୟ ତଥା ମାହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନ୍‌ ଶିକ୍ଷା ପାଇଁ ମାଗଣାରେ ମୋବାଇଲ ଡାଟା ଯୋଗାଇଦେବା ଦାବୀରେ
Read More...

ଶ୍ରୀ ସତ୍ୟସାଇ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ପିପଲଡାବରକୁ ହରାଇ ଭାଲୁଦରହ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ସ୍ଥିତ ପଲ୍ଲିଶ୍ରୀ ହାଇସ୍କୁଲ ପଡ଼ିଆରେ ୧୯ତମ ଶ୍ରୀ ସତ୍ୟସାଇ କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଶେଷ ଦିନର ପଥମ ସେମିଫାଇନାଲ ରାମଚନ୍ଦ୍ରପୁରକୁ ହରାଇ ପିପଲଡ଼ାବର ଦଳ ଓ ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ
Read More...

ବଲାଙ୍ଗିର ଘରୋଇ ବସ୍‌ଷ୍ଟାଣ୍ଡ ଠାରୁ ମୋବାଇଲ ଫୋନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କଲେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଘରୋଇ ବସ୍‌ଷ୍ଟାଣ୍ଡ ଠାରୁ ମୋବାଇଲ ଫୋନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ସହରର ଜଣେ ମହିଳା । ସୂଚନା ଅନୁସାରେ ସ୍ଥାନୀୟ ଇଚ୍ଛାପଡ଼ା ନିବାସୀ ସୁଷମା ମାଝୀ ନାମ୍ନୀ ଜଣେ ମହିଳା ଆଜି ଟିଟିଲାଗଡ଼ ଯିବା ପାଇଁ ଘରୋଇ ବସ୍‌ଷ୍ଟାଣ୍ଡରେ
Read More...

ମକର ସଂକ୍ରାନ୍ତି ଅବସରରେ ଗାଁ ପରିସର ସଫା କଲେ ମୁରସିଂ ଗାଁର ଯୁବ ଗୋଷ୍ଠୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ମୁରସିଂ ଗାଁରେ ଗତକାଲି ଅଭିନବ ଉପାୟରେ ମକର ସଂକ୍ରାନ୍ତି ପାଳନ କରିଛନ୍ତି ଯୁବକମାନେ । ଯୁବ ଗୋଷ୍ଠୀଙ୍କ ଦ୍ଵାରା ଗାଁ ପରିସର ସଫା ସୁତୁରା କରାଯିବା ପରେ ଅଳିଆ ଆବର୍ଜନାକୁ ଗାଁ ବାହାରେ ପକାଯାଇଥିଲା । ଏହାସହ ଆଗକୁ ଗାଁ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ, ଭୀମଭୋଇ ମେଡିକାଲ କଲେଜରେ ବଲାଙ୍ଗିର ଛାତ୍ରଙ୍କୁ ୭୦ ଶତକଡା ସଂରକ୍ଷଣ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜରେ ନାମ ଲେଖା ପାଇଁ ବଲାଙ୍ଗିର ଜିଲ୍ଲା ଛାତ୍ରମାନଙ୍କୁ ୭୦ ଶତକଡା ସଂରକ୍ଷଣ ଦିଆଯାଉ ବୋଲି ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ମାଧ୍ୟମରେ ଦାବୀ କରିଛନ୍ତି । ସେ
Read More...

ଆଦିବାସୀଙ୍କ ସଂରକ୍ଷଣ ଦାବୀକୁ ନେଇ ୧୪ଟି ପଞ୍ଚାୟତରେ ପଡ଼ିଛି ତାଲା : ଦିନକ ପରେ ପ୍ରାର୍ଥୀ ପତ୍ର ଦାଖଲ

ଦେଓଗାଁ, (ମନୀଷ କୁମାର ସାହୁ) : ଦିନକ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ପତ୍ର ଦାଖଲ । ହେଲେ ଦେଓଗାଁ ବ୍ଳକ‌ର ବିଭିନ୍ନ ପଞ୍ଚାୟତରେ ଆଦିବାସୀମାନଙ୍କ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବୀରେ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଦେଓଗାଁ ବ୍ଳକରେ ଗତ ୪ ତାରିଖରୁ ବ୍ଳକ କାର୍ଯ୍ୟାଳୟରେ
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫୯ : ଆସନ୍ତୁ ଜାଣିବା କେଉଁଠୁ କେତେ……

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ବ୍ଲକରୁ ୧୧ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୨୮ଜଣ, ବଙ୍ଗୋମୁଣ୍ଡା
Read More...