pakka

ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫୯ : ଆସନ୍ତୁ ଜାଣିବା କେଉଁଠୁ କେତେ……

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ଆଗଲପୁର ବ୍ଲକରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ବ୍ଲକରୁ ୧୧ଜଣ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୨୮ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୩ଜଣ, ବେଲପଡ଼ା ବ୍ଲକରୁ ୫ଜଣ, ଦେଓଗାଁ ବ୍ଲକରୁ ୨ଜଣ, ଗୁଡ଼ଭେଲା ବ୍ଲକରୁ ୪ଜଣ, କଣ୍ଟାବାଞ୍ଜି ଏନ୍‌ଏସିରୁ ୧୧ଜଣ, ଖପ୍ରାଖୋଲ ବ୍ଲକରୁ ୯ଜଣ, ଲୋଇସିଂହା ବ୍ଲକରୁ ୧୦ଜଣ, ମୁରିବାହାଲ ବ୍ଲକରୁ ୭ଜଣ, ପାଟଣାଗଡ଼ ବ୍ଲକରୁ ଜଣେ, ପାଟଣାଗଡ଼ ଏନ୍‌ଏସିରୁ ୩ଜଣ, ପୁଇଁନ୍ତଲା ବ୍ଲକରୁ ୭ଜଣ, ସଇଁନ୍ତଲାରୁ ୫ଜଣ, ଟିଟିଲାଗଡ଼ ବ୍ଲକରୁ ୫ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟିରୁ ୧୮ଜଣ, ତୁରେକେଲା ବ୍ଲକରୁ ୪ଜଣ, ତୁଷୁରା ଏନ୍‌ଏସିରୁ ୧୭ଜଣ ଚିହ୍ନଟ ହୋଇଥିବା ରିପୋର୍ଟରେ କୁହାଯାଇଛି ।

jay balangir
Leave A Reply

Your email address will not be published.

three × 2 =