ଗାଈ ଜନ୍ମ କଲା ଯୋଡ଼ା ବାଛୁରୀ

ପାଟଣାଗଡ଼, (ଗୋରେଖନାଥ ବରିହା ) : ପାଟଣାଗଡ଼ ବ୍ଲକ ଦେଉଳ ଗାଁ ପଞ୍ଚାୟତ ଅନ୍ତର୍ଗତ ବରପିଟା ଗ୍ରାମରେ ଗତ ରାତିରେ ଗୋଟିଏ ଗାଈ ଏକାସାଙ୍ଗେ ଦୁଇଟି ବାଛୁରୀ ଜନ୍ମ କରିଥିବା ଜଣାପଡିଛି । ଏକା ସଙ୍ଗେ ଦୁଇଟି ମାଈ ବାଛୁରୀ ଓ ଅଣ୍ଡିରା ବାଛୁରୀ ଜନ୍ମ କରିଥିବା ସ୍ଥାନୀୟ ଅଞ୍ଚଳରେ ପ୍ରଥମ ଘଟଣା ହୋଇଥିବାରୁ ଗାଈ ଓ ବାଛୁରୀ ମାନଙ୍କୁ ଦେଖିବା ପାଇଁ ବରପିଟା ଗ୍ରାମର ଜଣେ ଏଆଇୱ।ର୍କର ଶ୍ରବଣ କୁମାର ସାହୁଙ୍କ ଘରେ ଲୋକଙ୍କ ଭିଡ଼ ଜମିଛି । ଗାଈ ବାଛୁରୀ ଦ୍ୱୟ ସୁସ୍ଥ ରହିଛନ୍ତି । ଶ୍ରବଣ କୁମାର ସାହୁ ରୁଗୁଡିପଡା ଓମ୍‌ଫେଡ୍‌ ସୋସାଇଟି ଏଆଇ ଭାବରେ କାମ କରନ୍ତି ।

Leave A Reply

Your email address will not be published.

5 × five =

error: Content is protected !!