Browsing Tag

patnagarh news

ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାଟଣାଗଡ, (କେପିଏନ୍‌ଏସ୍‌) : ସାରା ଦେଶରେ ପବିତ୍ର ୭୬ତମ ସାଧାରଣତନ୍ତ୍ର ଦିବସ ପାଳିଥିବା ବେଳେ ଏହି ଅବସରରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କାର୍ୟ୍ୟାଳୟ ଠାରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିଭାବରେ ପାଟଣାଗଡ଼ର ଜନପ୍ରିୟ ନେତା ତଥା ପୂର୍ବତନ
Read More...

ପାଟଣାଗଡ଼ ନିର୍ବାଚନୀ ମାମଲାରେ କନକ ବର୍ଦ୍ଧନ ସିଂହଦେଓଙ୍କ ଅନ୍ତରୀଣ ଆବେଦନ ଖାରଜ କଲେ ହାଇକୋର୍ଟ

ପାଟଣାଗଡ଼ : ପାଟଣାଗଡ଼ ନିର୍ବାଚନୀ ମାମଲାରେ ହାଇକୋର୍ଟ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କ ଅନ୍ତରୀଣ ଆବେଦନ ଖାରଜ କରିଛନ୍ତି । ନାମାଙ୍କନ ପତ୍ରର ସାର୍ଟିଫାଏଡ୍ କପି, ଶ୍ରୀ ସିଂହଦେଓ ଓ ପରାଜିତ ପ୍ରାର୍ଥୀ ସରୋଜ କୁମାର ମେହେରଙ୍କ ଫର୍ମ ନମ୍ବର-୨୬, ପାଟଣାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର
Read More...

କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଯୋଗଦେଲେ ସରୋଜ ମେହେର

ପାଟଣାଗଡ : ଖପ୍ରାଖୋଲ ବ୍ଲକ ଓ ବେଲପଡା ବ୍ଲକରେ କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡର ପୂର୍ବତନ ବିଧାୟକ ତଥା ଜନନେତା ସରୋଜ ମେହେର ଆୟୋଜିତ କ୍ରିକେଟ୍‌ ଓ ଫୁଟବଲ ଟୁର୍ଣ୍ଣମେେଣ୍ଟର ଫାଇନାଲ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କ୍ରୀଡ଼ାକ୍ଷେତ୍ର
Read More...

ପାଟଣାଗଡ଼ ପ୍ରେସ କ୍ଲବର ବାର୍ଷିକ ବୈଠକ

ପାଟଣାଗଡ଼, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ପ୍ରେସ କ୍ଲବର ବାର୍ଷିକ ବୈଠକ ଆଜି ପୁରୋହିତ ଫାର୍ମ ହାଉସରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ଅଜିତ ପୁରୋହିତଙ୍କ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ସଭାରେ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିବା ସାଙ୍ଗେ
Read More...

ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଡିଜିଟାଲ ସକ୍ରିୟ ସଦସ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପାଟଣାଗଡ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପାଟଣାଗଡ ପୂର୍ବତନ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ଡିଜିଟାଲ ସକ୍ରିୟ ସଦସ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ
Read More...

ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ୍‌ର ସୁଭଦ୍ରା ଭବନ, ବ୍ରହ୍ମପୁରାଠାରେ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା । ପନସର୍ ର୍ସିପ୍ ଉପରେ ଅତିରିକ୍ତ ଜିଲ୍ଲାପାଳ, ପାଟଣାଗଡର ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ପାଟଣାଗଡ଼ରେ ବାଣ ବିସ୍ପୋରଣ ଅଳ୍ପକେ ବାର୍ତ୍ତିଲେ ପରିବାରର ୩ ସଦସ୍ୟ

ଜଳିଗଲା ଘର ସାମଗ୍ରୀ ଏବଂ ବାଇକ ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ମୁଖ୍ୟରାସ୍ତାରେ ଥିବା ଶଙ୍କର ସେଲ୍ସର ଦୋକାନୀ ବାଣ ଫୁଟାଇ ଥିବା ବେଳେ ପୂର୍ଣ୍ଣ ସାହୁଙ୍କ ଭଡ଼ା ଘର ଭିତରକୁ ବାଣ ପଶିଯାଇ ଘର ଭିତରେ ବିସ୍ପୋରଣ ହୋଇଥିଲା ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାରର ୩ ସଦସ୍ୟ
Read More...

ପାଟଣାଗଡ଼ ଅବକାରୀ ବିଭାଗ ତରଫରୁ ଗଞ୍ଜେଇ ଜବତ : ୨ ଜଣ ଗିରଫ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅବକାରୀ ଥାନା ତରଫରୁ ଆଜି ସକାଳୁ ପେଟ୍ରୋଲିଙ୍ଗ ସମୟରେ ପାଟଣାଗଡ଼ ଧୂମାଭଟା ଛକ ନିକଟରେ ୨ ଜଣ ଯୁବକ ବାଇକରେ ଗୋଟିଏ ବସ୍ତାରେ କିଛି ନେଇ ଯାଉଥିବା ଦେଖି ସେମାନଙ୍କୁ ଅଟକାଇ ତଦନ୍ତ କରୁଥିବା ବେଳେ ସେଥିରେ ଗଞ୍ଜେଇ ଥିବା
Read More...

ମଧୁସୂଦନ ଦାଶଙ୍କୁ ମିଲ୍‌ଲା ଇନ୍ଦ୍ରମଣି ସାହୁ ସୁର୍‌ତା ସନ୍‌ମାନ୍‌

ପାଟଣାଗଡ଼, (କେପିଏନ୍‌ଏସ୍‌) : କୋସଲି ଡେ଼ରା, ପାଟଣାଗଡ଼ ଆର୍‌ ସେଲା ପଥର୍‌ ସାହିତ୍ୟ ସଂସ୍କୃତି ପରିଷଦ, ତରଫ ନୁଁ ହରିଶଙ୍କର୍‌ ଠାନେ ନୂଆଁଖାଇ ଭେଟ୍‌ଘାଟ୍‌ ଆର୍‌ ଇନ୍ଦ୍ରମଣି ସାହୁ ଜନମ୍‌ ଦିନ୍‌ ପାଲନ୍‌ ବେଲ୍‌କେ ମଧୁସୂଦନ ଦାଶଙ୍କୁ ଇନ୍ଦ୍ରମଣି ସାହୁ ସୁର୍‌ତା ସନ୍‌ମାନ୍‌ ଦିଆଯାଇଛେ ।
Read More...

ପାଟଣାଗଡ଼ର ଉନ୍ନତି ପାଇଁ ବିଭିନ୍ନ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କଲେ ଉପମୁଖ୍ୟମନ୍ତ୍ରୀ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ପାଟଣାଗଡ଼ ହରିଶଙ୍କର ସମ୍ମିଳନୀ ସଦନରେ ବିଭିନ୍ନ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂଦେଓ । ପାଟଣାଗଡ଼ରେ
Read More...