Browsing Tag

patnagarh news

ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ୍‌ର ସୁଭଦ୍ରା ଭବନ, ବ୍ରହ୍ମପୁରାଠାରେ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା । ପନସର୍ ର୍ସିପ୍ ଉପରେ ଅତିରିକ୍ତ ଜିଲ୍ଲାପାଳ, ପାଟଣାଗଡର ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ପାଟଣାଗଡ଼ରେ ବାଣ ବିସ୍ପୋରଣ ଅଳ୍ପକେ ବାର୍ତ୍ତିଲେ ପରିବାରର ୩ ସଦସ୍ୟ

ଜଳିଗଲା ଘର ସାମଗ୍ରୀ ଏବଂ ବାଇକ ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ମୁଖ୍ୟରାସ୍ତାରେ ଥିବା ଶଙ୍କର ସେଲ୍ସର ଦୋକାନୀ ବାଣ ଫୁଟାଇ ଥିବା ବେଳେ ପୂର୍ଣ୍ଣ ସାହୁଙ୍କ ଭଡ଼ା ଘର ଭିତରକୁ ବାଣ ପଶିଯାଇ ଘର ଭିତରେ ବିସ୍ପୋରଣ ହୋଇଥିଲା ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାରର ୩ ସଦସ୍ୟ…
Read More...

ପାଟଣାଗଡ଼ ଅବକାରୀ ବିଭାଗ ତରଫରୁ ଗଞ୍ଜେଇ ଜବତ : ୨ ଜଣ ଗିରଫ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅବକାରୀ ଥାନା ତରଫରୁ ଆଜି ସକାଳୁ ପେଟ୍ରୋଲିଙ୍ଗ ସମୟରେ ପାଟଣାଗଡ଼ ଧୂମାଭଟା ଛକ ନିକଟରେ ୨ ଜଣ ଯୁବକ ବାଇକରେ ଗୋଟିଏ ବସ୍ତାରେ କିଛି ନେଇ ଯାଉଥିବା ଦେଖି ସେମାନଙ୍କୁ ଅଟକାଇ ତଦନ୍ତ କରୁଥିବା ବେଳେ ସେଥିରେ ଗଞ୍ଜେଇ ଥିବା…
Read More...

ମଧୁସୂଦନ ଦାଶଙ୍କୁ ମିଲ୍‌ଲା ଇନ୍ଦ୍ରମଣି ସାହୁ ସୁର୍‌ତା ସନ୍‌ମାନ୍‌

ପାଟଣାଗଡ଼, (କେପିଏନ୍‌ଏସ୍‌) : କୋସଲି ଡେ଼ରା, ପାଟଣାଗଡ଼ ଆର୍‌ ସେଲା ପଥର୍‌ ସାହିତ୍ୟ ସଂସ୍କୃତି ପରିଷଦ, ତରଫ ନୁଁ ହରିଶଙ୍କର୍‌ ଠାନେ ନୂଆଁଖାଇ ଭେଟ୍‌ଘାଟ୍‌ ଆର୍‌ ଇନ୍ଦ୍ରମଣି ସାହୁ ଜନମ୍‌ ଦିନ୍‌ ପାଲନ୍‌ ବେଲ୍‌କେ ମଧୁସୂଦନ ଦାଶଙ୍କୁ ଇନ୍ଦ୍ରମଣି ସାହୁ ସୁର୍‌ତା ସନ୍‌ମାନ୍‌ ଦିଆଯାଇଛେ ।…
Read More...

ପାଟଣାଗଡ଼ର ଉନ୍ନତି ପାଇଁ ବିଭିନ୍ନ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କଲେ ଉପମୁଖ୍ୟମନ୍ତ୍ରୀ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ପାଟଣାଗଡ଼ ହରିଶଙ୍କର ସମ୍ମିଳନୀ ସଦନରେ ବିଭିନ୍ନ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂଦେଓ । ପାଟଣାଗଡ଼ରେ…
Read More...

ପାଟଣାଗଡ ପାର୍ସଲ ବୋମା ଘଟଣା : କୋର୍ଟରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ପାଟଣାଗଡ ଏଡିଜେଙ୍କ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ତତ୍କାଳୀନ କ୍ରାଇମ୍ ବ୍ରାଞ୍ଚ ଆ.ଇଜି ଅରୁଣ ବୋଥ୍ରା । ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଇତି…
Read More...

ପାଟଣାଗଡ଼ ପୋଲିସକୁ ବଡ଼ ସଫଳତା : ଅନ୍ତଃରାଷ୍ଟ୍ରୀୟ ଚୋରଙ୍କୁ ଗିରଫ କଲା ପୋଲିସ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଶ୍ରୀ ବାଲାଜୀ ଜ୍ୱେଲରରୁ ଗତ ୧୪ ତାରିଖରେ ଗ୍ରାହକ ବେଶରେ ଆସି ସୁନା ଅଳଙ୍କାର ଦେଖିବା ବାହାନାରେ ଅଭିନବ ଉପାୟରେ ୧୧ହଳ କାନଫୁଲ ଓ କିଛି ରୁପା ଅଳଙ୍କାର ଚୋରି କରି ନେଇଥିବା ପାଟଣାଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ…
Read More...

ଟାଙ୍ଗିଆରେ ହାଣି ପତ୍ନୀଙ୍କୁ ହତ୍ୟା କଲା ନୃସଂଶ ସ୍ୱାମୀ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଘରୋଇ କଳିର କରୁଣ ପରିଣତି । ପତ୍ନୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃସଂଶ ସ୍ୱାମୀ । ନଦୀକୁ ଗାଧୋଇ ଯାଇଥିବା ବେଳେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ । ଏଭଳି ଏକ ଘଟଣା ଘଟିଛି ପାଟଣାଗଡ଼ ବ୍ରହ୍ମପୁରାଠାରେ । ସୂଚନା ଅନୁସାରେ, ଘରେ ସବୁବେଳେ ସ୍ୱାମୀ…
Read More...

ଭଇଁଷା ଜ୍ୟୋତି ବିକାଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡ଼ିଶା, ଯୁବ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ

ପାଟଣାଗଡ, (ପୁସ୍ତମ୍ ଯୁଆଡି) : ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଭଇଁଷା ଜ୍ୟୋତି ବିକାଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କଲେଜ ଅଧ୍ୟକ୍ଷା ଶ୍ରୀମତୀ ଆଭାମୟି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…
Read More...

ଏଟିଏମ୍‌ ଲୁଟେରାଙ୍କୁ ନେଇ ସିନ୍‌ ରିକ୍ରିଏସନ୍‌ କଲା ପାଟଣାଗଡ଼ ପୋଲିସ

ପାଟଣାଗଡ଼, (ଅଶୋକ କୁମାର ବାଗ) : କେମିତି ଆସିଲେ, କେଉଁ କେଉଁ ସ୍ଥାନରୁ ଲୁଟ୍‌ କରିବାରେ ବ୍ୟବହାର ସାମଗ୍ରୀ ସଂଗ୍ରହ କଲେ, କିଭଳି ଭାବରେ କାଟିଲେ ଏଟିଏମ୍‌, ଏସବୁ ବାବଦରେ ଆଜି ପୋଲିସ ଆଗରେ ଟିକିନିକି ବଖାଣିଛନ୍ତି ଅଭିଯୁକ୍ତମାନେ । ବହୁ ଚର୍ଚ୍ଚିତ ପାଟଣାଗଡ଼ ଥାନା ସରମୁହାଣ ଏସ୍‌ବିଆଇ…
Read More...