Browsing Tag

patnagarh news

ଗୁଣ୍ଡୁରୁପାଲିରେ ସୋଲାର ଚାଳିତ ନଳକୂପର ଦୂଷିତ ପାଣି ପିଇ ଶତାଧିକ ଲୋକେ ଆକ୍ରାନ୍ତ : ବିଭାଗୀୟ ଅଧିକାରୀ ଦୃଷ୍ଟି…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଓଡିଆପାଲି ପଞ୍ଚାୟତ ଗୁଣ୍ଡୁରୁପାଲି ଗ୍ରାମର ଶତାଧିକ ଲୋକେ ଝାଡ଼ା ବାନ୍‌ନ୍ତିରେ ଆକ୍ରାନ୍ତ ହୋଇଥିବା ନେଇ ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ, ଗ୍ରାମରେ ଥିବା ଏକ ମାତ୍ର ସୋଲାର ଚାଳିତ ନଳକୂପ ଉପରେ ଗ୍ରାମବାସୀ ନିର୍ଭର
Read More...

ବାଂଜିପାଲି ଗାଁ ନିକଟରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା : ୨ ଗୁରୁତର

ପାଟଣାଗଡ଼, (କେପିଏନ୍‌ଏସ୍‌) : ବାଂଜିପାଲି ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ୨ଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ ବାଇକ୍‌ ଚାଳକ ଗୁରୁତର ହୋଇଥିବା ସୂଚନା ମିଳିଛି । ପାଟଣାଗଡ଼ ଅଞ୍ଚଳର ଶୁଲିଆମାଲ ଗାଁର ପିଣ୍ଟୁ ବାଗ ଗୋଟିଏ ପଟୁ ଆସୁଥିବା ବେଳେ ଅନ୍ୟପଟରୁ
Read More...

କିସ୍‌ର ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ଏବଂ ପରୀକ୍ଷା ଖାତା ସଂଗ୍ରହ

ପାଟଣାଗଡ, (ଗୋରେଖନାଥ ବରିହା) : ଭୁବନେଶ୍ୱର ସ୍ଥିତ ଆଦିବାସୀ ବିଶ୍ୱବିଦ୍ୟାଳୟରେ ପାଟଣାଗଡ ବ୍ଲକର ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଏହା ସହିତ ଆଗରୁ ଦିଆଯାଇଥିବା ପରୀକ୍ଷା ପ୍ରଶ୍ନ ପତ୍ର କିସ୍‌ ପଠାଇବା ପାଇଁ ସଂଗ୍ରହ କରାଯାଇଛି । କରୋନା
Read More...

ଖୁରିପାଣିରେ ଭୋଟ ବର୍ଜନ କଲେ ୭୩ଟି ପରିବାର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଲରମ୍ଭା ପଞ୍ଚାୟତ ଖୁରିପାଣି ଗାଁରେ ପାନୀୟ ଜଳ ସମସ୍ୟା ନେଇ ଗାଁର ୭୩ଟି ପରିବାର ଭୋଟ ବର୍ଜନ କରିଥିବା ଜଣାପଡ଼ିଛି । ଅଭିଯୋଗ ଅନୁଯାୟୀ ଫ୍ଲୋରାଇଡ ମିଶ୍ରିତ ପାନୀୟ ଜଳ ପିଇ ଗାଁର ଅନେକ ଲୋକେ କିଡନୀ ରୋଗରେ ପ୍ରାଣ
Read More...

ଲକ୍ଷ୍ମୀମୁଣ୍ଡା କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ରାଖୀଉଡାର ଚାମ୍ପିୟାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଲକ୍ଷ୍ମୀମୁଣ୍ଡା ଗ୍ରାମର ଆଦିବାସୀ ମାଁ ବିନ୍ଧ୍ୟବାସିନୀ କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଖେଳପଡିଆରେ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ତିନି ଦିନ ଧରି ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୬ଟି କ୍ରିକେଟ
Read More...

ବରପିଟା ପ୍ରାଥମିକ ବିଦ୍ୟାଳୟ ଅସୁରକ୍ଷିତ ଭୋଟ ଦାନ କେନ୍ଦ୍ର

ପାଟଣାଗଡ, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ପୁଣି ଥରେ ଚର୍ଚ୍ଚାରେ ବରପିଟା ପ୍ରାଥମିକ ବିଦ୍ୟାଳୟ ତଥା ୱାର୍ଡସ୍ତରୀୟ ମତଦାନ କେନ୍ଦ୍ର । ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଥିବା ଏହି ବିଦ୍ୟାଳୟରେ ଆଗାମୀ ୧୬ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ
Read More...

ବାଲିପଟା ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଶଙ୍କର ବାଗ ଚର୍ଚ୍ଚାରେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବାଲିପଟା ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଶଙ୍କର ବାଗ ଏବେ ଚର୍ଚ୍ଚାରେ । ଯୁବ ସମାଜସେବୀ ଶଙ୍କର ବାଗ ବାଲିପଟା ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ତଥା ବିକାଶ ପାଇଁ ସଂକଳ୍ପ ବଦ୍ଧ ବୋଲି ମତ ପ୍ରକାଶ କରିଛନ୍ତି । ବସ୍‌ ଚିହ୍ନରେ ଲଢ଼ୁଛନ୍ତି
Read More...

ଚଙ୍ଗରିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଟିଲୁ : ଜୋର୍ ଧରୁଛି ପ୍ରଚାର

ପାଟଣାଗଡ଼, (କେପିଏନଏସ୍) : ଚଙ୍ଗରିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି ଗୁଣନିଧି ରଥ(ଟିଲୁ)। ଜଣେ ଯୁବ ସମାଜସେବୀ ଭାବେ ସେ ଚଙ୍ଗରିଆ ପଞ୍ଚାୟତ ଅଞ୍ଚଳରେ ବେଶ୍ ଜଣାଶୁଣା ରହି ଆସିଥିବା ବେଳେ ତାଙ୍କ ବିଜୟ ପାଇଁ ଅଣ୍ଟା ଭିଡିଛନ୍ତି ଯୁବକମାନେ। ଏବେ ଟିଲୁଙ୍କ ପ୍ରଚାର ଅଞ୍ଚଳରେ
Read More...

ଚଙ୍ଗରିଆ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଯୁବ ସମାଜସେବୀ ସଞ୍ଜିବ କୁମାର ପୁଟେଲ ନିର୍ବାଚନ ମଇଦାନରେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଚଙ୍ଗରିଆ ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଯୁବ ସମାଜସେବୀ ସଞ୍ଜିବ କୁମାର ପୁଟେଲ ନିର୍ବାଚନ ମଇଦାନ୍‌କୁ ଓହ୍ଲାଇଥିବା ବେଳେ ଜୋର୍‌ସୋର୍‌ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ତାଲାଚାବି ଚିହ୍ନରେ ଲଢ଼ୁଥିବା ଯୁବ ସମାଜସେବୀ ସଞ୍ଜିବ ଆଜି
Read More...

ଦାବମାଳ ଓ ଗଏଲପିଟା ଅଙ୍ଗନବାଡ଼ି କେନ୍ଦ୍ର ଅସୁରକ୍ଷିତ : ଲୁହା ଗେଟ୍ ଲଗାଇବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଦାବମାଳ ଓ ଗଏଲପିଟା ଅଙ୍ଗନବାଡ଼ି କେନ୍ଦ୍ରରେ ଦୀର୍ଘ ଦିନ ଧରି ପାଚେରୀ ନିର୍ମାଣ କରାଯାଇଥିବା ବେଳେ ଲୁହାଗେଟ୍ ଲଗାଇ ନଥିବା ଯୋଗୁଁ କେନ୍ଦ୍ରଟି ଅସୁରକ୍ଷିତ ହୋଇପଡି ଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗେର୍ଡା ପଞ୍ଚାୟତର ସ୍ଥାନୀୟ
Read More...