pakka

ପାଟଣାଗଡ଼ ଜିଲ୍ଲା ପରିଷଦ ଜୋନ ନଂ. ୨୬ର ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ୧୫ ଖଣ୍ଡ ଭୋଟରେ ବିଜେଡି ଆଗୁଆ

bbehera

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗଣତିରେ ଜୋନ ନଂ. ୨୬ରେ ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଅନିମା ଦାସଙ୍କ ଠାରୁ ବିଜେଡି ପ୍ରାର୍ଥୀ ଯମୁନା ମାଝୀ ୧୫ ଖଣ୍ଡ ବ୍ୟବଧାନ ଭୋଟରେ ଆଗୁଆ ରହିଛନ୍ତି ।

jay balangir
Leave A Reply

Your email address will not be published.

17 + twelve =