pakka

ମକର ସଂକ୍ରାନ୍ତି ଅବସରରେ ଗାଁ ପରିସର ସଫା କଲେ ମୁରସିଂ ଗାଁର ଯୁବ ଗୋଷ୍ଠୀ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ମୁରସିଂ ଗାଁରେ ଗତକାଲି ଅଭିନବ ଉପାୟରେ ମକର ସଂକ୍ରାନ୍ତି ପାଳନ କରିଛନ୍ତି ଯୁବକମାନେ । ଯୁବ ଗୋଷ୍ଠୀଙ୍କ ଦ୍ଵାରା ଗାଁ ପରିସର ସଫା ସୁତୁରା କରାଯିବା ପରେ ଅଳିଆ ଆବର୍ଜନାକୁ ଗାଁ ବାହାରେ ପକାଯାଇଥିଲା । ଏହାସହ ଆଗକୁ ଗାଁ ଦାଣ୍ଡରେ ଅଳିଆ ଆବର୍ଜନା ନ ପକାଇ ଗାଁ ପରିସର ସଫା ସୁତୁରା ରଖିବା ନେଇ ଯୁବ ଗୋଷ୍ଠୀ ଆଗେଇ ଆସିବେ ବୋଲି ମତ ପ୍ରକାଶ ପାଇଛି ।

jay balangir
Leave A Reply

Your email address will not be published.

one + 10 =