pakka

ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ଜିଲ୍ଲାପାଳ ଏବଂ ଏସ୍‌ପି. ମାନଙ୍କ ସହ ଭର୍ଚ୍ଚୁଆଲ୍‌ ମାଧ୍ୟମରେ ରାଜ୍ୟ ନିର୍ବାଚନ କମିଶନଙ୍କ ଆଲୋଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ଜିଲ୍ଲାପାଳ ଏବଂ ଏସ୍‌ପି. ମାନଙ୍କ ସହ ଭର୍ଚ୍ଚୁଆଲ୍‌ ମାଧ୍ୟମରେ ରାଜ୍ୟ ନିର୍ବାଚନ କମିଶନ ଆଲୋଚନା କରିଛି । କୋଭିଡ଼ ଗାଇଡ଼୍‌ ଲାଇନ୍‌ ପାଳନ କରି ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନ ପାଇଁ ନିଆଯିବକୁ ଥିବା ପଦକ୍ଷେପ ଗୁଡ଼ିକ ସଂପର୍କରେ ବିଶେଷ ଆଲୋଚନା କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

nine − four =