Daily Archives

ଓକେସିଏଲ୍ ଗଞ୍ଜାମ ଓ ଗଜପତି ଜିଲ୍ଲାସ୍ତରୀୟ ବୈଠକ

• ପ୍ରମୁଖ ବିଶ୍ଵବିଦ୍ୟାଳୟ ସ୍ୱୀକୃତ କମ୍ପ୍ୟୁଟର ପାଠ୍ୟକ୍ରମଗୁଡିକ ସମ୍ବନ୍ଧରେ ଆଲୋଚନା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଓ ଗଜପତି ଜିଲ୍ଲାର ଶିକ୍ଷିତ ଯୁବ ସମାଜକୁ ଉପଯୁକ୍ତ ଓ ଯୁଗୋପଯୋଗୀ ବୈଷୟିକ ଜ୍ଞାନ କୌଶଳ ଓ ପ୍ରଶିକ୍ଷଣ ପ୍ରଦାନ କରି ସ୍ୱାବଲମ୍ବୀ କରିବା
Read More...

ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତସ୍ତରୀୟ କମିଟି ଗଠନ

ପଦ୍ମପୁର, (ନିରୋଜ କୁମୋର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ତାଳପାଲି ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଆଜି ବିଷ୍ଣୁ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ରାଜବୋଡାସମ୍ବର କୃଷକ ସଙ୍ଗଠନର ପଂଚାୟତସ୍ତରୀୟ କମିଟି ଗଠନ
Read More...

ପୂର୍ବତନ ବିଧାୟକ ରାଜୀବ ଲୋଚନ ହୋତା ଓ ଜିଲ୍ଲା କଂଗ୍ରେସ ସମ୍ପାଦକ ସେତୁବନ୍ଧ ସାହୁଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଦିବଙ୍ଗତ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ରାଜୀବ ଲୋଚନ ହୋତା ଓ ଜିଲ୍ଲା କଂଗ୍ରେସ ସମ୍ପାଦକ ସେତୁବନ୍ଧ ସାହୁଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଆଜି ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ୱରେ
Read More...

ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ବାଲିପଟା ସେମି ଫାଇନାଲରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ବାଦିମାଲଠାରେ ଏମ୍‌.ଏଲ୍‌.ସି.ସି. ଦ୍ଵାରା ଆୟୋଜିତ ୧୮ତମ ପୃଥ୍ୱୀରାଜ ଓ ଚିତ୍ତ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ଖେଳରେ ସର୍ଗିପାଲି ଦଳ ମହୁଲପାଲି ଦଳକୁ ହରାଇ ଏବଂ ବାଲିପଟା ଦଳ କେଛୋମାଲ ଓ ଖୁଣ୍ଟପାଲି ଦଳକୁ ହରାଇ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୦ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୪ ଜଣ, ବଲାଙ୍ଗିର ବ୍ଲକରୁ ୪ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୬ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୮ ଜଣ, ବେଲପଡା
Read More...

ପଞ୍ଚାୟତ ଇଲେକ୍ସନ : ସଂଗୀତ କଳାକାରଙ୍କ ପାଇଁ ଖୁସି ଆଣିଦେଲା ନିର୍ବାଚନ, ଦୁଲୁକୁଛି ଷ୍ଟୁଡିଓ

ନୂଆପଡା, (ନିରାକାର ମେହେର) : କରୋନା ମହାମାରୀର କରାଳ ରୂପରେ ସାରା ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଯାତ୍ରା କଳାକାର, ମଞ୍ଚ କଳାକାର, ଗୀତିକାର, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ବେଶ୍‌ ପ୍ରଭାବିତ ହୋଇଛନ୍ତି । କାରଣ ଯାତ୍ରା ପରିବେଷଣ, ଷ୍ଟୁଡିଓରେ ଗୀତ ରେକଡିଂ ସବୁ ବନ୍ଦ ଥିଲା । ଏବେ
Read More...

ସଇଁନ୍ତଲା ପୋଲିସକୁ ମିଳିଲା ବଡ ସଫଳତା : ସେଲମା ଗ୍ୟାଙ୍ଗଷ୍ଟାର ଏବେ ପୋଲିସ ହାତରେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ବ୍ୟବସାୟୀ ଅଜିତ ସାହୁଙ୍କ ଘରୁ ଗତ ୧୩ ତାରିଖ ଦିନ ୬ ଜଣ ମୁଖାପିନ୍ଧା ଡକାୟତ ଦଳ ଆସି ମାରଣାସ୍ତ୍ର ଦେଖାଇବା ସହ ଜଣକୁ ଆକ୍ରମଣ କରି ନଗଦ ୬ ଲକ୍ଷ ଟଙ୍କା ଓ ୧୦ ଭରି ସୁନା ଅଳଙ୍କାର
Read More...

ସଦର ବ୍ଲକ ଜିଲ୍ଲା ପରିଷଦ ପ୍ରାର୍ଥୀ ଯଶୋବନ୍ତି ବଘାର ପାଇଁ ଭୋଟ ଭିକ୍ଷା କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସଦର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଘରକୁ ଘର ଯାଇ ଜୋନ ୨୨ର ସର୍ବାଙ୍ଗୀନ ଉନ୍ନତି ପାଇଁ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଯଶୋବନ୍ତି ବଘାରଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।
Read More...

ସାମ୍ବାଦିକ ସୁଧୀର ମିଶ୍ରଙ୍କର ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ବାଦିକ ସୁଧୀର ମିଶ୍ରଙ୍କ ମା' କିୟାଫୁଲ ମିଶ୍ରଙ୍କ ସ୍ଥାନୀୟ ସତ୍ୟନାରାୟାଣପଡ଼ା ସ୍ଥିତ ତାଙ୍କ ବାସଭବନରେ ଆଜି ଦିନ ୧ଟା ୩୦ମି ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସେ ଜଣେ ପରୋପକାରୀ, ଧର୍ମପରାୟଣା ମହିଳା ଭାବେ
Read More...

ପ୍ରଫୁଲ୍ଲ ଚନ୍ଦ୍ର ହୋତାଙ୍କ ‘ଗୀତା ଜ୍ଞାନ’ ପୁସ୍ତକ ଉନ୍ମୋଚିତ

ନୂଆପଡ଼ା, (କେପିଏନ୍‌ଏସ୍‌) : ବୁଦ୍ଧିକୋମନା ସ୍ଥିତ ନରସିଂହ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଗତ ୨୩ ତାରିଖ ଦିନ ପ୍ରଫୁଲ୍ଲ ଚନ୍ଦ୍ର ହୋତାଙ୍କ ୧୯ତମ ପୁସ୍ତକ ‘ଗୀତା ଜ୍ଞାନ’ ଉନ୍ମୋଚନ ହୋଇଯାଇଛି । ଉକ୍ତ ସଭାରେ ପରିଷଦର ସଭାପତି ବିଭୂତି ଭୂଷଣ ହୋତା, ସଂଯୋଜକ ମଧୁସୂଦନ ଦାଶ, ସହ ସଂପାଦକ
Read More...