Daily Archives

କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ପଦ୍ମଶ୍ରୀ ନରସିଂହ ଗୁରୁଙ୍କୁ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ବଲାଙ୍ଗିର କୋସଲ ଭାଷାର ପ୍ରବକ୍ତା ତଥା ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କୁ ତାଙ୍କ ସ୍ଥାନୀୟ ବାସଭବନଠାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମ୍ବର୍ଦ୍ଧନାର ଉତ୍ତର ଦେଇ ପଦ୍ମଶ୍ରୀ ଗୁରୁ ଏ ଅଂଚଳର ଭାଷାକୁ
Read More...

ଜମତରା ଗ୍ୟାଙ୍ଗର ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଜମତରା ଗ୍ୟାଙ୍ଗର ୩ ଅଭିଯୁକ୍ତ ପ୍ରଦ୍ୟୁମ୍ନ, କ୍ରିଷ୍ଣା କୁମାର ଓ ଚେତଲାଲ ମଣ୍ଡଳ କ୍ରାଇମବ୍ରାଞ୍ଚ ହାତରେ ଗିରଫ ହୋଇଥିବା ବେଳେ ସେମାନଙ୍କ ଠାରୁ ୧୧ଟି ମୋବାଇଲ, ୨ ଲାପଟପ, ୩୩ଟି ସିମ୍‌ ଜବତ ହୋଇଛି । ଓଡିଶାର କେତେ ଲୋକଙ୍କୁ ମଧ୍ୟ ଏମାନେ ଠକିଛନ୍ତି ଓ ତାହାର ତଦନ୍ତ ଚାଲିଛି
Read More...

ଭିଜିଲାନ୍ସ ଜାଲରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିଶିର କୁମାର ସିମିଳି

ରାୟଗଡ଼ା : କାଶୀପୁର ବ୍ଲକ କମ୍ପର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିଶିର କୁମାର ସିମିଳିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଶିକ୍ଷକ ଶିଶିର କୁମାର ସିମିଳିଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି । ଚଢ଼ାଉ
Read More...

ଉଚ୍ଚ ଶିକ୍ଷିତ ଦିବ୍ୟାଙ୍ଗଙ୍କ ପାଇଁ ଅଧିକାର ନିୟମ ଉପରେ ଦିନିକିଆ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଉଚ୍ଚ ଶିକ୍ଷିତ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ଯୁବକ ଯୁବତୀଙ୍କ ପାଇଁ ଦକ୍ଷତା, କୌଶଳ ତଥା ଦିବ୍ୟାଙ୍ଗଙ୍କ ପାଇଁ ଅଧିକାର ସଂପର୍କୀତ ଦିନିକିଆ କର୍ମଶାଳା ରାଧିକା ରିଜେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାର ସାଧାରଣ ସଂପାଦକ କାର୍ତ୍ତିକ ଚନ୍ଦ୍ର
Read More...

ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ମାଓ ହିଂସା : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର

ମାଲକାନଗିରି : ମାଲକାନଗିରି-ଛତିଶଗଡ଼ ସୀମାନ୍ତରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ନକ୍ସଲ ମାନେ ୩ଟି ଟ୍ରକ୍‌କୁ ସମ୍ପୂର୍ଣ୍ଣ ରୂପେ ଜାଳି ଦେଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ନାରାୟଣପୁର ଜିଲ୍ଲା ଧନରା ଥାନା ଅନ୍ତର୍ଗତ ରାଜପୁର ଗ୍ରାମ ନିକଟରେ ପ୍ରାୟ ୪୦ରୁ ୫୦ ଜଣ ମାଓବାଦୀ
Read More...

କବି, କବିତା ଆର୍‌ ନିଜର୍‌ କଥା

ଆନଂଦ ଚଂଦ୍ର ସାହୁ ନିଜର୍‌ ଜୀବନ୍‌ର ହରେକ୍‌ ସମିଆଁ କେ ଛାତି ଥି ଜାଁକି କବିତାର ଝର୍‌ନା ଟେ ବୁହେଇ ଦେସି କବି । ତା’ର ପିକାଲା ଦିନୁଁ ଖାଲି ନିଜ କେ ଚିନ୍‌ହ୍‌ବାର୍‌ ଆଏ ଉପେ ଥି ମାତିଥିସି ଯେ ମାତିଥିସି, ଯେନ୍‌ ଆଡ୍‌କେ କଢେଇ ନଉଥିସି ତାହାକେ ବାଟ୍‌ । ସବୁ ସମିଆଁ କେ ସେ
Read More...

ଭୋଟର ତାଲିକାରେ ନାଁ ନାହିଁ, ବିଡ଼ିଓଙ୍କ ନିକଟରେ ଗ୍ରାମବାସୀ ଫେରାଦ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହେବା ସହିତ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି । ଏଥିପାଇଁ ଭୋଟର ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ମାତ୍ର ଭୋଟର ତାଲିକାରେ କେତେକ ଭୋଟରଙ୍କ ନାମ ନଥିବାରୁ ସେମାନଙ୍କ
Read More...

ଖପ୍ରାଖୋଲରେ ବ୍ୟାପୁଛି ଥଣ୍ଡା, କାଶ, ଜ୍ୱର : ୧୫୩ ଜଣ ସଂକ୍ରମିତ ଚିହ୍ନଟ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ରାଜ୍ୟରେ କରୋନା ସଂକ୍ରମଣ ହାର କମିଥିବା ବେଳେ ଏହାକୁ ନେଇ ଜନସାଧାରଣ ଆଶ୍ୱସ୍ତ ହେଉଛନ୍ତି । ମାତ୍ର ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ସଂକ୍ରମଣ ହାର ସ୍ଥିର ରହିଥିବା ଜାଣିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ଥଣ୍ଡା, କାଶ, ଜ୍ୱର ବ୍ୟାପୁଥିବା ବେଳେ ବହୁଲୋକ ଏଥିରେ
Read More...

ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହୋଇ ସ୍ୱାମୀଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ କଦମପଡ଼ାର ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରର କଦମପଡ଼ାର ରଞ୍ଜନା କୁମ୍ଭାର ନାମକ ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣି ଟାଉନଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ସ୍ୱାମୀ ବିଭୀଷଣ କୁମ୍ଭାର ଅନେକ ସମୟରେ ମଦ ପିଇ ରଞ୍ଜନାକୁ ମାରପିଟ୍‌ କରିବା ସହ ଗାଳିଗୁଲଜ
Read More...

ମଧ୍ୟପ୍ରଦେଶରେ ଏମ୍‌ବିବିଏସ୍‌ ଶିକ୍ଷାଦାନ ହିନ୍ଦୀ ଭାଷାରେ ମଧ୍ୟ ହେବ : ପ୍ରସ୍ତୁତି ଆରମ୍ଭ

ଭୋପାଳ : ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି ଯେ, ରାଜ୍ୟରେ ଏମବିବିଏସ୍ ପାଠ୍ୟକ୍ରମ ଅଧ୍ୟୟନ ଏବଂ ହିନ୍ଦୀରେ ଶିକ୍ଷାଦାନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ଶ୍ରୀ ସାରଙ୍ଗ କହିଛନ୍ତି ଯେ, ଶୁକ୍ରବାର ଦିନ ଏକ ଉଚ୍ଚ ସ୍ତରୀୟ କମିଟି ନିଷ୍ପତ୍ତି ନେଇଛି ଯେ, ଅଧ୍ୟୟନ
Read More...