pakka

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୦

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୦ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୪ ଜଣ, ବଲାଙ୍ଗିର ବ୍ଲକରୁ ୪ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୬ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୮ ଜଣ, ବେଲପଡା ବ୍ଲକରୁ ୧୬ ଜଣ, ଦେଓଗାଁ ବ୍ଲକରୁ ୧୨ ଜଣ, ଗୁଡଭେଲା ବ୍ଲକରୁ ୬, ଖପ୍ରାଖୋଲ ବ୍ଲକରୁ ୧୨ ଜଣ, ଲୋଇସିଂହା ବ୍ଲକରୁ ୨ ଜଣ, ମୁରିବାହାଲ ବ୍ଲକରୁ ୫ ଜଣ, ପାଟଣାଗଡରୁ ୧୦ ଜଣ, ପାଟଣାଗଡ ଏନ୍‌ଏସିରୁ ୧ ଜଣ, ପୁଇଁନ୍ତଲା ବ୍ଲକରୁ ୫ ଜଣ, ସଇଁନ୍ତଲା ବ୍ଲକରୁ ୧୩ ଜଣ, ଟିଟିଲାଗଡ ବ୍ଲକରୁ ୧୧ ଜଣ, ଟିଟିଲାଗଡ ମ୍ୟୁନିସିପାଲିରୁ ୧୦ ଜଣ, ତୁରେକେଲା ବ୍ଲକରୁ ୫ ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.

six + seven =