pakka

ସାମ୍ବାଦିକ ସୁଧୀର ମିଶ୍ରଙ୍କର ମାତୃ ବିୟୋଗ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମ୍ବାଦିକ ସୁଧୀର ମିଶ୍ରଙ୍କ ମା’ କିୟାଫୁଲ ମିଶ୍ରଙ୍କ ସ୍ଥାନୀୟ ସତ୍ୟନାରାୟାଣପଡ଼ା ସ୍ଥିତ ତାଙ୍କ ବାସଭବନରେ ଆଜି ଦିନ ୧ଟା ୩୦ମି ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସେ ଜଣେ ପରୋପକାରୀ, ଧର୍ମପରାୟଣା ମହିଳା ଭାବେ ଜଣାଶୁଣା ହୋଇଥିବା ବେଳେ ତାଙ୍କ ବିୟୋଗରେ ବଲାଙ୍ଗିର ସହରରେ ଶୋକର ଛାୟା ଖେଳିଯାଇଛି । ତେବେ ଆସନ୍ତାକାଲି ସକାଳ ୯ ଘଣ୍ଟା ସମୟରେ ବିଭୁତିପଡ଼ା ଶ୍ମଶାନଠାରେ ତାଙ୍କ ଅନ୍ତିମ ସତ୍କାର କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.

five × four =