Daily Archives

ହରିହର ହାଇସ୍କଲର ୧୯୯୬ ବ୍ୟାଚ୍‌ ବନ୍ଧୁ ମିଳନ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଯୋଗୀସର୍ଡା ହରିହର ହାଇସ୍କଲର ୧୯୯୬ ବ୍ୟାଚ୍‌ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ନିଜର ସପରିବାର ଜମା ହୋଇଥିଲେ । ଗତ ୨୦୨୧ ମେ’ ମାସ ୯ ତାରିଖ ଦିନ ଜଣେ ସହପାଠୀ ନିମାଇଁ ଚରଣ ନାଗ…
Read More...

ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବୈଠକ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସଗୋରା ହାଇସ୍କୁଲଠାରେ ଏକ ଜରୁରୀ ବୈଠକ ସଭାପତି ନିଳାଞ୍ଚଳ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଥିରେ ମୃତ ଶିକ୍ଷକଙ୍କ ପାଇଁ ନିରବ ପ୍ରାର୍ଥନା କରିଥଲେ । ବୈଠକରେ ଯୁଗ୍ମ ସଂପାଦକ ରଂଜୁ ଅମାତ ବୈଠକର ଉଦେଶ୍ୟ ସମ୍ପର୍କରେ ଆଲୋକପାତ…
Read More...

ପ୍ରଜାକୋର୍ଟରେ ନକ୍ସଲଙ୍କ ବର୍ବର କାଣ୍ଡ : ୩ ଜଣଙ୍କୁ ଗଳାକାଟି ହତ୍ୟା

ମାଲକାନଗିରି : ପ୍ରଜାକୋର୍ଟରେ ୩ ଜଣଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି ନକ୍ସଲମାନେ । ପଡୋଶୀ ରାଜ୍ୟ ଛତିଶଗଡର ବିଜାପୁର ଜିଲ୍ଲା ଜାଙ୍ଗଲା ଥାନା ଅଂଚଳରେ ନକ୍ସଲଙ୍କ ବର୍ବର ତଥା ନୃଶଂସ କଳା କାରନାମା ସାମ୍ନାକୁ ଆସିଛି । ନକ୍ସଲମାନେ ପ୍ରଜାକୋର୍ଟରେ ୩ ଜଣ ଗ୍ରାମୀଣଙ୍କୁ ଗଳାକାଟି ନିର୍ମମ…
Read More...

ଦେଶରେ କୋଭିଡ -୧୯ର ସାମ୍ପ୍ରତିକ ପରିସ୍ଥିତି ନେଇ ପିଏମ ମୋଦୀଙ୍କ ସମୀକ୍ଷା

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ସଂକ୍ରମଣ ବଢ଼ୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସାମ୍ପ୍ରତିକ ପରିସ୍ଥିତିର ସମୀକ୍ଷା କରିଛନ୍ତି । ସରକାରୀ ସୂତ୍ରରୁ ଏହି ସୂଚନା ଦିଆଯାଇଛି । ଭିଡିଓ କନଫରେନ୍ସ ଜରିଆରେ ଅନୁଷ୍ଠିତ…
Read More...

ହୀରା ସିମେଣ୍ଟ ଶ୍ରମିକ ସଂଘର ସାଧାରଣ ପରିଷଦ ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସିମେଣ୍ଟ ନଗରଠାରେ ହୀରା ସିମେଣ୍ଟ ଶ୍ରମିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ମହେନ୍ଦ୍ର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରଗଡ଼ ସିମେଣ୍ଟ କାରଖାନାର ନିର୍ଦ୍ଦେଶକ ଅଙ୍କୁର ଅଗ୍ରୱାଲ, ମହାପ୍ରବନ୍ଧକ…
Read More...

ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକର କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ଗଠନ କରିବା ସହିତ ଚାଷୀମାନଙ୍କ ସବୁ ପରିସ୍ଥିତିରେ ଏହି…
Read More...

ଚନ୍ଦନଭାଟୀ ହାଇସ୍କୁଲ ଭାବ୍ କୁଟୁମ୍‌ର ରୌପ୍ୟ ଜୟନ୍ତୀରେ ବନ୍ଧୁ ମିଳନ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ ଚନ୍ଦନଭାଟୀ ନଦୀ ମୁହାଣରେ ୧୯୯୬ ହାଇସ୍କୁଲ ବ୍ୟାଚ୍‌ର ରୌପ୍ୟ ଜୟନ୍ତୀରେ ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୧୦ଟା ସମୟରେ ପ୍ରଥମେ ସମସ୍ତ ବନ୍ଧୁ ଓ ବାନ୍ଧବୀମାନଙ୍କୁ ସ୍ଵାଗତ କରାଯାଇଥିଲା । ଏହି ବର୍ଷ କମିଟି ତା'ର…
Read More...

୨୧ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ହାଇସ୍କୁଲ ଖେଳ ପଡ଼ିଆରେ ଦୈତାରୀ ମେମୋରିଆଲ୍ ଗେମ୍ସ ଏଣ୍ଡ୍ ସ୍ପୋର୍ଟସ୍ ଏସୋସିଏସନ୍ ଆନୁକୂଲ୍ୟରେ ୨୧ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଘାଟିତ ହୋଇଯାଇଛି ।…
Read More...

ଆସନ୍ତା ୧୧ରୁ ୧୪ ତାରିଖ ମଧ୍ୟରେ ବଲାଙ୍ଗିର ଜିଲ୍ଲା ପାଇଁ ବର୍ଷା ପୂର୍ବାନୁମାନ ସଂପର୍କରେ ଟୁଇଟ୍‌ କରି ସତର୍କ କରାଇଲେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା୧୧ରୁ ୧୪ ତାରିଖ ମଧ୍ୟରେ ବଲାଙ୍ଗିର ଜିଲ୍ଲା ପାଇଁ ବର୍ଷା ପୂର୍ବାନୁମାନ ସଂପର୍କରେ ବଲାଙ୍ଗିର ଜିଲ୍ଲାପାଳଙ୍କ ପକ୍ଷରୁ ଟୁଇଟ୍‌ କରି ସତର୍କ କରାଯାଇଛି । ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ବରଗଡ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ…
Read More...

କଣ୍ଟାମାଳ କଲେଜ ଯୁକ୍ତଦୁଇ ୨୦୦୫ ବ୍ୟାଚର ବନ୍ଧୁ ମିଳନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଟିକ୍ରାପଡା ତେଲନଦୀ ଘାଟରେ କଣ୍ଟାମାଳ ପଞ୍ଚାୟତ କଲେଜ ଯୁକ୍ତଦୁଇ ୨୦୦୫ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ପୁରାତନ ଛାତ୍ର ହରିପ୍ରସାଦ ସାହୁଙ୍କ ନେତୃତ୍ତ୍ବ ଓ ବିଶ୍ବଜିତ ବରାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ…
Read More...