Daily Archives

କିରାବାହାଲ-ଛତାମଖନା ସେତୁ ଉଦ୍‌ଘାଟନ କଲେ ନରସିଂହ

ଗ୍ରାମାଞ୍ଚଳକୁ ଆର୍ଥିକ ସମୃଦ୍ଧି ଦିଗରେ ଆଗେଇ ନେବ ଏହି ସେତୁ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବହୁ ପ୍ରତିକ୍ଷିତ କିରାବାହାଲ-ଛତାମଖନା ସେତୁ ଲୋକାର୍ପିତ ହୋଇଯାଇଛି । ଏହି ସେତୁ ପାଇଁ ଲୋକେ ଦୀର୍ଘ ଦିନରୁ ଦାବୀ କରିଆସୁଥିଲେ । ଜାତୀୟ ରାଜପଥକୁ ଆସିବା ପାଇଁ ସୁକତେଲ
Read More...

ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ କୂଅ ଭିତରେ ପଡ଼ି ରହିବା ପରେ ଉଦ୍ଧାର ହେଲା ହାତୀ ଛୁଆ

ମୟୁରଭଞ୍ଜ : ଦୀର୍ଘ ୧୨ ଘଣ୍ଟା ପର୍ଯ୍ୟନ୍ତ କୂଅ ଭିତରେ ପଡ଼ି ରହିବା ପରେ ଅଗ୍ନିଶମ ବିଭାଗ ଓ ବନବିଭାଗର ମିଳିତ ଉଦ୍ୟମ ପରେ ହାତୀଛୁଆ ଉଦ୍ଧାର ହୋଇଥିବା ଜଣାପଡିଛି । ହାତୀ ଛୁଆଟି କୂଅରେ ପଡ଼ିଯିବା ପରେ ହାତୀପଲ ତାକୁ ଜଗି ବସିଥିଲେ । ତେବେ ଏମିତି ଏକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ମୋରଡା
Read More...

ସ୍ୱସ୍ତି ସାହିତ୍ୟ ସଂସଦ ଓ ଗୋପବନ୍ଧୁ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଓ ସ୍ୱସ୍ତି ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସ୍ବସ୍ତିର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ନବ ବର୍ଷକୁ
Read More...

ପୁରେନା ଗ୍ରାମରେ ଶ୍ରୀ ବୁଢାଦେଓ ପୂଜା ସମାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୁରେନା ଶ୍ରୀ ବୁଢାଦେଓ ମନ୍ଦିରଠାରେ ପୌଷ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଜଗତ ଛଦିଆ ଗୋଣ୍ଡ ବଂଶୀୟ ପୁଟିଙ୍କ ଆରାଧ୍ୟ ଦେବତା ଶ୍ରୀ ବୁଢାଦେଓ ପୂଜା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି ।
Read More...

ସଂକଳ୍ପ ପରିବାରର ବାର୍ଷିକ ସମୀକ୍ଷା ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାରର ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂକଳ୍ପ ପରିବାର ପକ୍ଷରୁ ବିଗତ ଦିନ ମାନଙ୍କରେ ସମାଜସେବା କ୍ଷେତ୍ରରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା ଏବଂ ଆଗାମୀ ଦିନରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ. ଓ ଉପରବରହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ବଲାଙ୍ଗିର ବ୍ଲକ ଖୁଣ୍ଟପାଲି ଗ୍ରା.ପ., ଶିବତଲା ଗ୍ରା.ପ.,
Read More...

କୁତ୍‌ମୁଣ୍ଡା ଗ୍ରାମରେ ମାସ୍କ ଓ କମ୍ବଳ ବଣ୍ଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତ୍‌ମଣ୍ଡା ସ୍ଥିତ ପଞ୍ଚାୟତ ହାଇସ୍କୁଲର ଜୁନିୟର ରେଡକ୍ରସ ୟୁନିଟ ଓ ଆର୍ଯ୍ୟ ସମାଜ ସଭ୍ୟମାନଙ୍କ ତରଫରୁ କୁତ୍‌ମୁଣ୍ଡା ଗ୍ରାମରେ ମାସ୍କ ଓ କମ୍ବଳ ବଣ୍ଟନ କରାଯାଇଅଛି । କୁତ୍‌ମୁଣ୍ଡା ହାଇସ୍କୁଲର ଜୁନିୟର ରେଡକ୍ରସ କାଉନ୍ସେଲର
Read More...

ନାରୀ ନିର୍ଯ୍ୟାତନା, ହିଂସା, ଅଶ୍ଲୀଳତା, ନଗ୍ନତା, ଅପରାଧ ଓ ମଦମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବିରୁଦ୍ଧରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାରୀ ନିର୍ଯ୍ୟାତନା, ହିଂସା, ଅଶ୍ଲୀଳତା, ନଗ୍ନତା, ଅପରାଧ ଓ ମଦ ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ବିରୁଦ୍ଧରେ ଏଆଇଡିଏସ୍‌ଓ, ଏଆଇଡିୱାଇଓ, ଏଆଇଏମ୍‌ଏସ୍‌ଏସ୍‌ ବଲାଙ୍ଗିର ଶାଖା ପକ୍ଷରୁ ବଲାଙ୍ଗିର ସହର ସ୍ଥିତ ଯାଦବ ଭବନରେ ଜିଲ୍ଲା ସ୍ତରୀୟ କନ୍‌ଭେନସନ
Read More...

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱେଟର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଶୀତଦିନ ପାଇଁ ମିଳିବ ସ୍ୱେଟର । ରାଜ୍ୟରେ ଥିବା ୧୦୪ଟି ଶିକ୍ଷାନୁଷ୍ଠାନ(ସ୍ୱତନ୍ତ୍ର ବିଦ୍ୟାଳୟ)ର ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱେଟର ଦିଆଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ
Read More...

ବ୍ରହ୍ମପୁର ସଦର ଥାନା ପୋଲିସକୁ ମିଳିଲା ବଡ଼ ସଫଳତା : ୨ ଗିରଫ, ୧୬ ବାଇକ୍‌ ଉଦ୍ଧାର

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସଦର ଥାନା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି । ବାଇକ୍‌ ଚୋରି ରାକେଟ୍‌ର ପର୍ଦ୍ଦାଫାଶ କରିଛି ସଦର ଥାନା ପୋଲିସ । ଏହି ଘଟଣାରେ ୨ଜଣ ଲୁଟେରାଙ୍କୁ ଗିରଫ କରିବା ସହ ୧୬ଚୋରା ବାଇକ୍‌ ଉଦ୍ଧାର ହୋଇଥିବା ଏସ୍‌ଡିପିଓ ଶିବଶଙ୍କର ମହାପାତ୍ର
Read More...