Daily Archives

ଏବେ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାକୁ ଉଚ୍ଛେଦ କରିବାର ସମୟ : ଦିଲ୍ଲୀର ସିଏମ୍‌ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ କର୍ମୀଙ୍କୁ…

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟିର ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ଦଳର କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ନିର୍ବାଚନ ହେଉଛି ପରିବର୍ତ୍ତନର ମାଧ୍ୟମ ଏବଂ ସଚ୍ଚୋଟତା ସହିତ ନିର୍ବାଚନ ଜିତାଯାଇପାରିବ । ଆମର ପ୍ରତ୍ୟେକ କର୍ମକର୍ତ୍ତା ପ୍ରତିଶ୍ରୁତି
Read More...

ଏବେ ବି ମାନବିକତା ଲୋପ ପାଇନାହିଁ : ଯୁବକମାନେ ଦେଲେ ପାର୍ବତୀ ଗିରି ବାଲ୍ ନିକେତନର ଅନ୍ତେବାସୀଙ୍କୁ ମାସ୍କ,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାର୍ଥ ସର୍ବସ୍ୱ ଆଜିର ସମାଜରେ ମଣିଷକୁ ଭଲ ପାଇବା ପୁରାପୁରି ସରିଯାଇନାହିଁ । ଆଜିବି ରକ୍ତର ସଂପର୍କ ବିନା ବି ମଣିଷ ମଣିଷକୁ ଭଲ ପାଉଛି । ସାହାଯ୍ୟ କରୁଛି ବିପଦ ଆପଦରେ । କୋରୋନାର ବିଭିନ୍ନ ଲହରରେ ମଣିଷର ମାନବିକତା ଜାଗି ଉଠିଥିବା ଦେଖାଯାଇଛି । ଅନ୍ଧାର
Read More...

ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ୨ ଅସହାୟ ଶିଶୁ

କଳାହାଣ୍ଡି, (ପି.କେ. ସାହୁ) : କିଛିଦିନ ତଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଜୟପାଟଣା ବ୍ଲକ ଉଚ୍ଚଲା ପଞ୍ଚାୟତ ବେହେରେନସିଲ ଗାଁରେ । କିଛିଦିନ ତଳେ ପ୍ରଭାସ ମୁଣ୍ଡାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ଶୁଦ୍ଧିକ୍ରୀୟାନ ସରୁଣୁ ତାଙ୍କର ମା'ଙ୍କ ଦେହାନ୍ତ ହୋଇଥିଲା । ଏହାର
Read More...

ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଠାରେ ଆସନ୍ତା କାଲି ଠାରୁ ଓପିଡି ଟିକେଟ କାଉଣ୍ଟର ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ପ୍ରତିଦିନ କରୋନା ସଂକ୍ରମଣ ଗ୍ରାଫ୍‌ ଉପରକୁ ଉଠୁଛି । ଏଥିପାଇଁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଠାରେ ଆସନ୍ତାକାଲି ଠାରୁ ଭିଡ କମାଇବା ଉଦ୍ଦେଶ୍ୟରେ ଓପିଡି କମ୍ପ୍ୟୁଟର ଟିକେଟ ସେଣ୍ଟରକୁ ବନ୍ଦ କରାଯିବା ପାଇଁ
Read More...

ଯୌନ ଶୋଷଣ ଓ ପ୍ରତାରଣା ଅଭିଯୋଗରେ ଯୁବକକୁ ଗିରଫ୍‌ କଲା ପୋଲିସ

ବେଲପଡ଼ା, (କେପିଏନ୍‌ଏସ୍‌) : ଯୌନ ଶୋଷଣ ଓ ପ୍ରତାରଣା ଅଭିଯୋଗରେ ଜଣେ ଯୁବକକୁ ବେଲପଡ଼ା ପୋଲିସ ଗିରଫ୍‌ କରିଛି । ଏ ସଂପର୍କରେ ସୂଚନା ଦେଇଛନ୍ତି ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା । ଗତ ୨୦୨୧ ଜୁଲାଇ ମାସ ୩ ତାରିଖ ଦିନ ମୁରିବାହାଲ ଥାନା ଅଂଚଳର ଜଣେ ଆଦିବାସୀ ଯୁବତୀ ଏ
Read More...

କୋଶଲୀ ସର୍ଟ ଫିଲ୍ମ ‘ଦେଖ୍‌ ବୁତଲ୍‌ କେଁଚ୍‌ଲି’ ଆଜି ଫୁଲ୍‌ଝରନ୍‌ ଗାଆଁରେ ସୁଟିଂ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲୀ ସର୍ଟ ଫିଲ୍ମ ‘ଦେଖ୍‌ ବୁତଲ୍‌ କେଁଚ୍‌ଲି’ ଆଜି ସ୍ଥାନୀୟ ଫୁଲ୍‌ଝରନ୍‌ରେ ସୁଟିଂ ଆରମ୍ଭ ହୋଇଯାଇଛି । ଦିଲୀପ କୁମାର ମହାନ୍ତିଙ୍କ ରଚିତ ଏଇ ଫିଲ୍ମର ପ୍ରଯୋଜକ ଗୋପୀନାଥ ଦଣ୍ଡସେନା ରହିଥିବା ବେଳେ ନିର୍ଦ୍ଦେଶନାରେ ରହିଛନ୍ତି ସଚ୍ଚିଦାନନ୍ଦ ସାହୁ ।
Read More...

ଗୋରୁ ବୋଝେଇ କଣ୍ଟେନରକୁ ଛାଡିଦେଲା ଲୋଇସିଂହା ପୋଲିସ୍‌ : ସାଧାରଣରେ ଚର୍ଚ୍ଚା

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସ୍ଥାନୀୟ ପୋଲିସ ଏହାକୁ ରୋକିବାରେ ବିଫଳ ରହିଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ସାଧାରଣରେ ଆଲୋଚନା ହେଉଛି ଯେ, ଗୋରୁ ଚାଲାଣକାରୀ ଓ
Read More...

ସା ବିଦ୍ୟା ଯା ବିମୁକ୍ତୟେ….

ମୀନକେତନ ବାରଲେବଡ଼ିଆ ସା ବିଦ୍ୟା ଯା ବିମୁକ୍ତୟେ - ଉପନିଷଦର ଏହି ଆପ୍ତ ବାକ୍ୟଟି ସମସ୍ତେ ଜାଣନ୍ତି। (ଅନ୍ତତଃ ବିଦ୍ୟାଳୟ ଓ ମହାବିଦ୍ୟାଳୟର କାନ୍ଥରେ ବା ଫାଟକରେ ଲିପିବଦ୍ଧ ଥାଏ) । ଏହାର ଅର୍ଥ ହେଲା ଯାହା ଆମକୁ ମୁକ୍ତ କରେ ; ଅବିଦ୍ୟାରୁ ମୁକ୍ତ କରେ, ଅଜ୍ଞାନରୁ ମୁକ୍ତ କରେ ।
Read More...

ବଲାଙ୍ଗିର ସିଭିଲ କୋର୍ଟ ସାମ୍ନାରେ ସ୍କୁଟିକୁ ପଛ ପଟୁ ପିଟିଲା କାର୍‌ : ସ୍କୁଟି ଚାଳକ ଗୁରତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଭିଲ କୋର୍ଟ ସାମ୍ନାରେ ଆଜି ପ୍ରାୟ ୧୧ଟା ସମୟରେ ଏକ ଆକ୍ଟିଭା ସ୍କୁଟି(ଓଡ଼ି୦୩ଏ୪୬୦୨)କୁ ପଛୁପଟୁ ଏକ ଇଣ୍ଡିଗୋ କାର୍‌ (ଓଡ଼ି୦୩ଇ୮୬୧୯) ଧକ୍କା ଦେବାରୁ ସ୍କୁଟି ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ସ୍କୁଟି ଚାଳକଙ୍କୁ ସ୍ଥାନୀୟ ଲୋକେ
Read More...

ଆର୍‌ଆଇ ଭିଆଁଇଲେ ବିଭତ୍ସ କାଣ୍ଡ : ଯୁବକଙ୍କୁ ହାଣିଲେ କଟୁରୀରେ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବଣିଆପାଟ ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଉକ୍ତ ହତ୍ୟାକାଣ୍ଡଟି ଆର୍‌ଆଇ ଦିଲ୍ଲୀପ ସାହୁ ଘଟାଇଥିବା ନେଇ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଅଭିଯୁକ୍ତ ଆର୍‌ଆଇ
Read More...