pakka

କୋଶଲୀ ସର୍ଟ ଫିଲ୍ମ ‘ଦେଖ୍‌ ବୁତଲ୍‌ କେଁଚ୍‌ଲି’ ଆଜି ଫୁଲ୍‌ଝରନ୍‌ ଗାଆଁରେ ସୁଟିଂ ଆରମ୍ଭ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲୀ ସର୍ଟ ଫିଲ୍ମ ‘ଦେଖ୍‌ ବୁତଲ୍‌ କେଁଚ୍‌ଲି’ ଆଜି ସ୍ଥାନୀୟ ଫୁଲ୍‌ଝରନ୍‌ରେ ସୁଟିଂ ଆରମ୍ଭ ହୋଇଯାଇଛି । ଦିଲୀପ କୁମାର ମହାନ୍ତିଙ୍କ ରଚିତ ଏଇ ଫିଲ୍ମର ପ୍ରଯୋଜକ ଗୋପୀନାଥ ଦଣ୍ଡସେନା ରହିଥିବା ବେଳେ ନିର୍ଦ୍ଦେଶନାରେ ରହିଛନ୍ତି ସଚ୍ଚିଦାନନ୍ଦ ସାହୁ । କ୍ୟାମେରାରେ ସୁଶାନ୍ତ ମିଶ୍ର, ସୋମନାଥ ନାଏକ ଦାୟିତ୍ୱ ନିର୍ବାହ କରିଛନ୍ତି । ଏଥିରେ ରାଜୀବ ପ୍ରସାଦ ଭୋଇ, ଭବାନୀ ଶଙ୍କର ମିଶ୍ର ଆଦି ନିଖୁଣ ଅଭିନୟ କରୁଥିବା ଦେଖିବାକୁ ମିଳିଛି । ଶିକ୍ଷା ଭିତ୍ତିକ ତଥ୍ୟକୁ ନେଇ ଏହି ସର୍ଟ ଫିଲ୍ମର କାହାଣୀଟି ଗତିଶୀଳ ହୋଇଛି ।

Leave A Reply

Your email address will not be published.

two + ten =