pakka

ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଠାରେ ଆସନ୍ତା କାଲି ଠାରୁ ଓପିଡି ଟିକେଟ କାଉଣ୍ଟର ବନ୍ଦ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ପ୍ରତିଦିନ କରୋନା ସଂକ୍ରମଣ ଗ୍ରାଫ୍‌ ଉପରକୁ ଉଠୁଛି । ଏଥିପାଇଁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଠାରେ ଆସନ୍ତାକାଲି ଠାରୁ ଭିଡ କମାଇବା ଉଦ୍ଦେଶ୍ୟରେ ଓପିଡି କମ୍ପ୍ୟୁଟର ଟିକେଟ ସେଣ୍ଟରକୁ ବନ୍ଦ କରାଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଣୁ ଏଣିକି ଅଲଗା ଅଲଗା କରି ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ପୂର୍ବରୁ ଆଉଟ୍‌ ଡୋର୍‌ ଠାରେ ହିଁ ଟିକେଟ କରିପାରିବେ ବୋଲି ହସ୍ପିଟାଲ ସୁପରିଟେଣ୍ଟଡେଣ୍ଟ ଡା. ମହେନ୍ଦ୍ର କୁମାର ନାୟକ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

8 − two =