Daily Archives

ଆଜିଠାରୁ ଆରମ୍ଭ ହେଲା ଡଲଫିନ୍‌ ଗଣନା କାର୍ଯ୍ୟ

ବ୍ରହ୍ମଗିରି : ଆଜିଠାରୁ ସାତପଡା ଚିଲିକାରେ ଡଲଫିନ୍‌ ଗଣନା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟ ନିମନ୍ତେ ୧୮ଟି ଟିମ୍‌ ନିୟୋଜିତ ହୋଇଥିବା ସୂଚନା ମିଳିଛି । ସକାଳ ୬ଟାରୁ ଆରମ୍ଭ ହୋଇ ୧୨ଟା ପର୍ୟ୍ୟନ୍ତ ଏହି କାର୍ୟ୍ୟ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ରହିଛି ।
Read More...

ଦେଢ ଲକ୍ଷ ଉପରେ ଦେଶରେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା : ଦିନକରେ ୧ ଲକ୍ଷ ୫୯ ହଜାର ୬୩୨ ଆକ୍ରାନ୍ତ, ୩ ହଜାର ୬୨୩ରେ…

ନୂଆଦିଲ୍ଲୀ : ଦେଶରେ ଦ୍ୱିତୀୟ ଲହର ଠାରୁ ତୃତୀୟ ଲହର ବେଶୀ ସଂକ୍ରାମକ ହେବାରେ ଲାଗିଛି । ଏବେ ଦ୍ରୁତ ବେଗରେ ବଢି ଚାଲିଛି କରୋନା ସଂକ୍ରମଣ ।୨୪ ଘଂଟା ଭିତରେ ସଂକ୍ରମଣ ୧ ଲକ୍ଷ ୫୯ହଜାର ୬୩୨ ରହିଥିବା ବେଳେ ୩୨୭ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ୪୦, ୮୬୩ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି ।
Read More...

ରଘୁନାଥ ଜୀଉ ସ୍ୱୟଂ ସହାୟକ ଗୋଷ୍ଠୀ ହାତରେ ଲାଉଲେଇ ଧାନମଣ୍ଡି

ଢେଙ୍କାନାଳ, (ତାପସ ଦାସ) : ଦୀର୍ଘ ସମୟ ଅବସାନ ପରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଲାଉଲେଇ ସେବା ସମବାୟ ସମିତିଠାରେ ଶକ୍ତି ରଘୁ ନାଥ ସୂର୍ଯ୍ୟ ସହାୟକ ଗୋଷ୍ଠୀ ଖଙ୍କିରା ତରଫରୁ ଧାନ ମଣ୍ଡିର ଶୁଭ ଆରମ୍ଭ କରାଯାଇଛି । ଏଥିରେ ଗଁଦିଆର ବିଡିଓ ଆଶିଷ ରଂଜନ ସାହୁ, ସହକାରୀ ଯୋଗାଣ ନିର୍ବାହୀ
Read More...

୫ଟି ରାଜ୍ୟର ବିଧାନସଭା ନିର୍ବାଚନ : ଅନିୟନ୍ତ୍ରିତ କରୋନା ସଂକ୍ରମଣକୁ ରୋକିବା ଏକ ବଡ଼ ଚାଲେଂଜ ହେବ

ନୂଆଦିଲ୍ଲୀ : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଏଥର ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ କରୋନା ମହାମାରୀ ମଧ୍ୟରେ ଏହି ରାଜ୍ୟଗୁଡିକରେ ନିର୍ବାଚନ କରାଇବା ନିର୍ବାଚନ ଆୟୋଗ ପାଇଁ ଏକ ବଡ଼ ଚ୍ୟାଲେଂଜ ହେବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ
Read More...

୩୨ଟି ସ୍ଥାନରେ ୧୪୪ ଧାରା ଲାଗୁ

ଢେଙ୍କାନାଳ, (ତାପସ ଦାସ) : ରାଜ୍ୟରେ କରେନା ଏବଂ ଓମିକ୍ରନ ସଂକ୍ରମଣ ବଢିବା ପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୨ଟି ପ୍ରମୁଖ ଦେବାଳୟ ଏବଂ ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା ଜାରି କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଜାନୁଆରୀ ୩୧ ଯାଏଁ ଏହା ବଳବତର ରହିବ, ପ୍ରସିଦ୍ଧ ଶୈବ ପୀଠ
Read More...

ଦେଶର କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଡାକିଛନ୍ତି ବୈଠକ, ଅପରାହ୍ନ ସାଢେ଼ ୪ଟାରେ ସମୀକ୍ଷା କରିବେ

ନୂଆଦିଲ୍ଲୀ : କରୋନା ଭାଇରସର ତୃତୀୟ ଲହରର ବିସ୍ତାର ଯୋଗୁଁ ଦେଶରେ କ୍ରମାଗତ ଭାବେ ବ୍ୟାପିବାରେ ଲାଗିଛି କରୋନା । ପ୍ରତିଦିନ ନୂଆ ମାମଲା ରେକର୍ଡ ସଂକ୍ରମଣ ସଂଖ୍ୟା ସାମ୍‌ନାକୁ ଆସୁଛି । ପ୍ରତିଦିନ ରେକର୍ଡ ହୋଇଥିବା ଆକଳନଗୁଡ଼ିକ ବର୍ତ୍ତମାନ ଦେଢ଼଼ ଲକ୍ଷରେ ପହଂଚିଛି । ଗତ ୨୪ଘଂଟା ମଧ୍ୟରେ
Read More...

ଆସନ୍ତା ୧୧ରେ ଖପ୍ରାଖୋଲ ବ୍ଳକ ଘେରିବ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହେଡ଼କ୍ୱାଟର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଖପ୍ରାଖୋଲ ବ୍ଲକ ସଭାପତି ବିପ୍ର ବିଶିଙ୍କ ସଭାପତିତ୍ୱରେ ଆଗାମୀ ଦିନରେ ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ଘେରାଉ ସମ୍ପର୍କରେ ଏକ
Read More...

ଜିଲ୍ଲାର ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କଲା ଜିଲ୍ଲା ପ୍ରଶାସନ : ଗାଡ଼ି ନମ୍ବର ସହ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ଗ୍ରାଫ୍‌ । ଏହାକୁ ଦେଖି ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ବଳବତ୍ତର କରିବାରେ ଲାଗିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ଏବେ ଜିଲ୍ଲାର ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା
Read More...

ବିଧାୟକଙ୍କ ଦ୍ୱାରା ରାସ୍ତାର ଶିଳାନ୍ୟାସ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ବିଭିନ୍ନ ଆଭ୍ୟନ୍ତରୀଣ ଇଲାକାକୁ ରାସ୍ତା ସଂଯୋଗୀକରଣ ଲାଗି ଆଜି ନର୍ଲା ବିଧାୟକ ଭୁପିନ୍ଦ୍ର ସିଂହ ଶିଳାନ୍ୟାସ କରିଥିବା ଜଣାଯାଇଛି । ଚିଟ୍ରା ଠାରୁ କନ୍ଧମାଳ, ଗୋଛାଗୋଡା ରାସ୍ତାର ଚାଉଳଧୁଆ ନଦୀ ଉପରେ ପୋଲ, ପାଙ୍ଗାବାଜୁ
Read More...

ଜେବିଏନ୍‌ଏସ୍‌ଏସ୍‌ସି କପ୍ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବରଗାଁଠାରେ ଗତ ୩ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଜେବିଏନ୍‌ଏସ୍‌ଏସ୍‌ସି କପ୍ ଆୟୋଜିତ ହୋଇଥିଲା । ଏଥିରେ ୩୨ଟି ଦଳ ଅଂଶ୍ରହଣ କରିଥଲେ । ବଲାଙ୍ଗିର ବ୍ଲକ ଚେୟାରମେନ ଗୁଲାପ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା
Read More...
error: Content is protected !!