pakka

ସା ବିଦ୍ୟା ଯା ବିମୁକ୍ତୟେ….

  • ମୀନକେତନ ବାରଲେବଡ଼ିଆ

ସା ବିଦ୍ୟା ଯା ବିମୁକ୍ତୟେ – ଉପନିଷଦର ଏହି ଆପ୍ତ ବାକ୍ୟଟି ସମସ୍ତେ ଜାଣନ୍ତି। (ଅନ୍ତତଃ ବିଦ୍ୟାଳୟ ଓ ମହାବିଦ୍ୟାଳୟର କାନ୍ଥରେ ବା ଫାଟକରେ ଲିପିବଦ୍ଧ ଥାଏ) । ଏହାର ଅର୍ଥ ହେଲା ଯାହା ଆମକୁ ମୁକ୍ତ କରେ ; ଅବିଦ୍ୟାରୁ ମୁକ୍ତ କରେ, ଅଜ୍ଞାନରୁ ମୁକ୍ତ କରେ । ଆଜିକାଲିର ଶିକ୍ଷା ଆମକୁ କେତେ ମୁକ୍ତ କରେ ଭାବି ବସିଲା ବେଳକୁ ଚତୁର୍ଦ୍ଦିଗ ଅନ୍ଧକାର ଦିଶେ । ଆଧୁନିକ ଶିକ୍ଷା ମଣିଷକୁ ଆଲୋକ ପ୍ରଦାନ କରିବା ପରିବର୍ତ୍ତେ ଅନ୍ଧାର ଭିତରକୁ ନିକ୍ଷେପ କରୁଅଛି ।

Leave A Reply

Your email address will not be published.

9 + twenty =