pakka

ବଲାଙ୍ଗିର ସିଭିଲ କୋର୍ଟ ସାମ୍ନାରେ ସ୍କୁଟିକୁ ପଛ ପଟୁ ପିଟିଲା କାର୍‌ : ସ୍କୁଟି ଚାଳକ ଗୁରତର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସିଭିଲ କୋର୍ଟ ସାମ୍ନାରେ ଆଜି ପ୍ରାୟ ୧୧ଟା ସମୟରେ ଏକ ଆକ୍ଟିଭା ସ୍କୁଟି(ଓଡ଼ି୦୩ଏ୪୬୦୨)କୁ ପଛୁପଟୁ ଏକ ଇଣ୍ଡିଗୋ କାର୍‌ (ଓଡ଼ି୦୩ଇ୮୬୧୯) ଧକ୍କା ଦେବାରୁ ସ୍କୁଟି ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ସ୍କୁଟି ଚାଳକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଅଟୋ ଯୋଗେ ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ସ୍କୁଟି ଚାଳକ ଜଣକ କଲେଜ ଛକ ପଟୁ ଯାଉଥିବା ବେଳେ ପଛରେ ଯାଉଥିବା ଇଣ୍ଡିଗୋ କାର୍‌ ହମ୍ସ ପାଖରେ ଜୋର୍‌ ଧକ୍କା ମାରିଥିଲା ।

jay balangir
Leave A Reply

Your email address will not be published.

3 × 4 =