ଆର୍‌ଆଇ ଭିଆଁଇଲେ ବିଭତ୍ସ କାଣ୍ଡ : ଯୁବକଙ୍କୁ ହାଣିଲେ କଟୁରୀରେ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବଣିଆପାଟ ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଉକ୍ତ ହତ୍ୟାକାଣ୍ଡଟି ଆର୍‌ଆଇ ଦିଲ୍ଲୀପ ସାହୁ ଘଟାଇଥିବା ନେଇ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଅଭିଯୁକ୍ତ ଆର୍‌ଆଇ ଜଣକ ଏପରି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି ।

Leave A Reply

Your email address will not be published.

5 × one =

error: Content is protected !!