Browsing Tag

kendujhar news

କାର୍‌ରୁ ମିଳିଲା ୨୦ ଲକ୍ଷ, ଭ୍ୟାନ୍‌ରୁ ମିଳିଲା ୪ ଲକ୍ଷ ଟଙ୍କା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ ଥାନା ଭଦ୍ରାସାହି ଛକ ନିକଟରେ ଯାଞ୍ଚ ଚାଲିଥିବା ବେଳେ ଏକ କାର୍‌ରୁ ପୁଲିସ ୨୦ ଲକ୍ଷ ଟଙ୍କା ଜବତ କରିଛି । ଦୁଇଟି ବ୍ୟାଗ୍‌ରେ ଏହି ଟଙ୍କା ଥିଲା । ଏହି ଟଙ୍କା କାହାର ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ଧରାପଡ଼ିଯିବା ଭୟରେ କାର୍ ଚାଳକ ଘଟଣାସ୍ଥଳରୁ
Read More...

ମହୁଲ ବୋଝେଇ ଟ୍ରକ୍‌ ଓ ୪ଟି ପିକ୍‌ଅପ୍ ଭ୍ୟାନ୍‌ ଜବତ : ୫ ଗିରଫ

କେନ୍ଦୁଝର : କେନ୍ଦୁଝର ଅବକାରୀ ବିଭାଗ ଗତକାଲି ରାତି ପ୍ରାୟ ୨ଟାବେଳେ କେନ୍ଦୁଝର ଟାଉନ ଥାନା ବାମ୍ପାର ନିକଟରୁ ଗୋଟିଏ ମହୁଲ ବୋଝେଇ ୧୬ ଚକିଆ ଟ୍ରକ୍‌ ଓ ୪ଟି ପିକ୍‌ଅପ୍ ଭ୍ୟାନ୍‌କୁ ଜବତ କରିଛି । ଏହି ବେଆଇନ କାରବାରରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଛି । ଦୁଇଜଣ ପିକ୍‌ଅପ୍‌ ଭ୍ୟାନ୍‌
Read More...

ଧାନ ବିଲରୁ ମିଳିଲା ପୁରୁଷ ଭାଲୁର ମୃତଦେହ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ସଦର ରେଞ୍ଜ ନେଲୁଙ୍ଗ ସରଂକ୍ଷତ ଜଙ୍ଗଲ ନିକଟରେ ଥିବା ଏକ ଧାନ ବିଲରେ ଏକ ମୃତ ପୁରୁଷ ଭାଲୁ ପଡ଼ିଥିବାର ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଭାଲୁଟିକୁ ଜବତ କରିଥିଲେ । ଆଜି
Read More...

୩ଟି ଟ୍ରକ ଓ ୪ ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଲୁହାପଥର ବୋଝେଇ ଟ୍ରକ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡ଼ିଆ ଘାଟି ନିକଟ ସାମଲ ମୋଟର ସମ୍ମୁଖରେ ଆଜି ସକାଳେ ସିରିଜ୍ ଦୁର୍ଘଟଣା ଘଟିଛି । ଏକ ଲୁହାପଥର ବୋଝେଇ ଟ୍ରକ ଦ୍ରୁତଗତିରେ ଆସି ୩ଟି ଟ୍ରକ ଏବଂ ୪ଟି ବାଇକକୁ ଧକ୍କା ଦେଇଛି । ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ
Read More...

ଚାଲି ଚାଲି ଯାଉଥିବାବେଳେ ମାଡ଼ିଗଲା ବସ୍‌

କେନ୍ଦୁଝର : ଚାଲି ଚାଲି ଯାଉଥିବାବେଳେ ମାଡ଼ିଗଲା ବସ୍‌ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଢାଙ୍ଗରପଡ଼ା ନିକଟରେ । ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ରାଘୁ ନାଏକ । ଖବର ଅନୁଯାୟୀ, ରଘୁ ଚାଲି ଚାଲି ଯାଉଥିବା ବେଳେ ତାଙ୍କ ଉପରେ ମାଡ଼ି ଯାଇଥିଲା ରାଧା ମାଧବ ନାମକ ଏକ ଘରୋଇ ବସ । ଆଉ
Read More...

ବରପଦାରେ ଭୟଙ୍କର ବିସ୍ଫୋରଣ

କେନ୍ଦୁଝର : କେନ୍ଦୁଝର ରୁଗୁଡ଼ି ଥାନା ବରପଦା ସ୍ଥିତ କେଜେଏସ୍ ଆଲୁୱାଲିଆ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ସମ୍ପୃକ୍ତ ପ୍ଲାଣ୍ଟର ଇଣ୍ଡକ୍‌ସନ୍‌ ଫର୍ଣ୍ଣେସରେ ଲିକ୍‌ ହେବା ଯୋଗୁ ବିସ୍ଫୋରଣ ଘଟିଥିବା ପ୍ରାଥମିକ ଭାବେ କୁହାଯାଇଛି । ଏହି ବିସ୍ଫୋରଣ ସମୟରେ
Read More...

ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର : ହାତୀ ଆକ୍ରମଣରେ ମଣିଷ ପୁଣି ମଣିଷ କାରଣରୁ ଅନେକ ସମୟରେ ହାତୀଙ୍କ ଜୀବନ ଯାଉଥିବା ଅନେକ ଘଟଣା ସାମ୍ନାକୁ ଆସୁଛି । ହାତୀ ଆକ୍ରମଣରେ ଚାଲିଯାଇଛି ପୁଣି ଏକ ମୂଲ୍ୟବାନ ଜୀବନ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ଆଜି ଜଣାପଡିଛି । ଯୁବକଙ୍କ ପରିଚୟ ଅସ୍ପଷ୍ଟ
Read More...

ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ତୁରୁମୁ୍ଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ବଜାର ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ବାଉଁଶୁଳି ଗ୍ରାମର ଫକିର ମହାକୁଡ଼ (୩୫) ବୋଲି ଜଣାପଡିଛି । ସେ ଆଜି ଖିରେଇଟାଙ୍ଗିରୀ ସାପ୍ତାହିକ ହାଟକୁ
Read More...

ଶ୍ୱଶୁର ଘରେ ଚାଲିଗଲା ଜ୍ୱାଇଁଙ୍କ ଜୀବନ

ଢେଙ୍କିକୋଟ : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ସରାସପଶି ଗ୍ରାମକୁ ଆସିଥିବା କେନ୍ଦୁଝର ସଦର ବ୍ଲକ୍‌ ମଇଦାନକେଲ ଗ୍ରାମର ଲାଲମୋହନ ନାଏକ (୩୮)ଙ୍କ ମୃତ୍ୟୁ ଘଟିଛି । ଲାଲମୋହନ ପତ୍ନୀ ଓ ପୁଅକୁ ନେଇ ଶ୍ୱଶୁର ଘରକୁ ଆସିଥିଲେ। ସକାଳୁ ଲାଲମୋହନ ରକ୍ତବାନ୍ତି କରିବାରୁ ତାଙ୍କୁ ଆମ୍ବୁଲାନ୍ସ
Read More...

ଅପେରା ପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ

ତେଲକୋଇ, କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ପୂର୍ତ୍ତ ବିଭାଗର ରାସ୍ତା କୁସୁମ ଘାଟିରେ ଏକ ଅପେରା ପାର୍ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଦୁର୍ଯ୍ୟୋଧନ ମାଝୀ (୩୮) ଓ ବାଦଲ ମାଝୀ (୩୦) ଉଭୟଙ୍କୁ ପ୍ରଥମେ ତେଲକୋଇ
Read More...