pakka

ଆସନ୍ତା ୧୧ରୁ ୧୪ ତାରିଖ ମଧ୍ୟରେ ବଲାଙ୍ଗିର ଜିଲ୍ଲା ପାଇଁ ବର୍ଷା ପୂର୍ବାନୁମାନ ସଂପର୍କରେ ଟୁଇଟ୍‌ କରି ସତର୍କ କରାଇଲେ ବଲାଙ୍ଗିର ଜିଲ୍ଲାପାଳ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା୧୧ରୁ ୧୪ ତାରିଖ ମଧ୍ୟରେ ବଲାଙ୍ଗିର ଜିଲ୍ଲା ପାଇଁ ବର୍ଷା ପୂର୍ବାନୁମାନ ସଂପର୍କରେ ବଲାଙ୍ଗିର ଜିଲ୍ଲାପାଳଙ୍କ ପକ୍ଷରୁ ଟୁଇଟ୍‌ କରି ସତର୍କ କରାଯାଇଛି । ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ବରଗଡ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଏବଂ ଦେବଗଡ ଜିଲ୍ଲା ପାଇଁ ୟଲୋ ୱାର୍ନିଙ୍ଗ୍‌ ଦିଆଯାଇଥିବା ବେଳେ ଏଥିପ୍ରତି ସମସ୍ତ ଜନସାଧାରଣଙ୍କୁ ସାବଧାନ ରହିବା ପାଇଁ କୁହାଯାଇଛି । ଜିଲ୍ଲା ଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁଆପଥର ମାଡ ହେବାର ସମ୍ଭାବନା ରହିଥିବା ମଧ୍ୟ ସୂଚନାରେ ଦର୍ଶଯାଇଛି ।

Leave A Reply

Your email address will not be published.

12 − nine =