pakka

ହରିହର ହାଇସ୍କଲର ୧୯୯୬ ବ୍ୟାଚ୍‌ ବନ୍ଧୁ ମିଳନ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଯୋଗୀସର୍ଡା ହରିହର ହାଇସ୍କଲର ୧୯୯୬ ବ୍ୟାଚ୍‌ର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲର ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ନିଜ ନିଜର ସପରିବାର ଜମା ହୋଇଥିଲେ । ଗତ ୨୦୨୧ ମେ’ ମାସ ୯ ତାରିଖ ଦିନ ଜଣେ ସହପାଠୀ ନିମାଇଁ ଚରଣ ନାଗ କରୋନାରେ ମୃତ୍ୟୁ ବରଣ କରିଥିବାରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହିତ ୨ ମିନିଟ ପାଈଁ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave A Reply

Your email address will not be published.

five × two =