ପ୍ରିକ୍‌ସନ୍ ଡୋଜ୍ ନେବାକୁ ପରାମର୍ଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମସ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ, ଆଗଧାଡ଼ିର କର୍ମୀ ଓ ବହୁବିଧ ରୋଗରେ ପୀଡିତ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ଯେଉଁମାନେ କୋଭିଡ୍ ଟୀକାର ୨ୟ ଡୋଜ୍ ୯ ମାସ ପୂର୍ବରୁ ନେଇଛନ୍ତି, ସେମାନେ ଯଥାଶୀଘ୍ର ପ୍ରିକ୍‌ସନ୍ ଡୋଜ୍ ନିଅନ୍ତୁ ବୋଲି ଓଡ଼ିଶା ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । କୋଭିଡ୍ ଦୁଇଟି ଡୋଜ୍ ଟୀକା ନେଇଥିଲେ ମଧ୍ୟ ମାସ୍କ୍ ସଠିକ୍ ଭାବରେ ପରିଧାନ କରିବା ସହ କୋଭିଡ୍ ନିୟମର ପାଳନ କରିବାକୁ ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.

8 − eight =