pakka

ସଇଁନ୍ତଲା ଅଞ୍ଚଳରେ କୁଆ ପଥର ବର୍ଷା : ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ସ୍ଥାନରେ ଆଜି ପ୍ରବଳ ବର୍ଷା ହୋଇଥିବା ସହ କୁଆ ପଥର ବର୍ଷା ମଧ୍ୟ ହୋଇଛି । ଯାହା ଫଳରେ ଚାଷୀଙ୍କ ମଣ୍ଡିରେ ପଡିଥିବା ଧାନ ଓ ବ୍ୟାପକ ପନିପରିବା କ୍ଷୟକ୍ଷତି ହୋଇଯାଇଛି । ଯାହାକୁ ନେଇ ଚାଷୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ପୁର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଓ ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ ଦାବୀ କରିଛନ୍ତି ଯେ, ଚାଷୀଙ୍କ କ୍ଷତିପୂରଣ ସରକାର ପ୍ରଦାନ କରିବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.

3 × two =