pakka

ବଲାଙ୍ଗିର ଜିଲ୍ଲାରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୯୦ : ଆସନ୍ତୁ ଜାଣିବା, କେଉଁଠୁ କେତେ……

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୦ ଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ଆଗଲପୁର ଗ୍ରା.ପ., ବାବୁଫାସଡ଼ ଗ୍ରା.ପ., ରିନ୍‌ବଚନ ଗ୍ରା.ପ. ବୁଦୁଲା ଗ୍ରା.ପ., ଉପରବାହାଲ ଗ୍ରା.ପ.ରୁ ଜଣେ ଲେଖାଏଁ, ବଲାଙ୍ଗିର ବ୍ଲକ ମନହୀରା ଗ୍ରା.ପ., ତୁଷୁରା ବାହାଲ ଗ୍ରା.ପ., ସକମା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଶିକାଛିଡ଼ା ଗ୍ରା.ପ.ରୁ ୬ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗିର ମ୍ୟୁନିସିପାଲଟି ୱାର୍ଡ ନମ୍ବର ୧୬, ୩, ୮, ୯ରୁ ଜଣେ ଲେଖାଏଁ ୱାର୍ଡ ନମ୍ବର ୧୪ରୁ ୩ଜଣ, ୱାର୍ଡ ନମ୍ବର ୧୩, ୧୮, ୧୯ରୁ ୪ଜଣ ଲେଖାଏଁ, ୱାର୍ଡ ନମ୍ବର ୧, ୧୧, ୨୧ରୁ ୫ଜଣ ଲେଖାଏଁ, ୱାର୍ଡ ନମ୍ବର ୬ରୁ ୬ଜଣ, ୱାର୍ଡ ନମ୍ବର ୭ରୁ ୭ଜଣ, ୱାର୍ଡ ନମ୍ବର ୧୦ରୁ ୯ଜଣ, ୱାର୍ଡ ନମ୍ବର ୫ରୁ ୧୦ଜଣ, ୱାର୍ଡ ନମ୍ବର ୨୦ରୁ ୧୩ଜଣ ୱାର୍ଡ ନମ୍ବର ୧୫ରୁ ୧୫ଜଣ ୱାର୍ଡ ନମ୍ବର ୨ରୁ ୨୩ଜଣ, ବଙ୍ଗୋମୁଣ୍ଡା ବଲଧା ଗ୍ରା.ପ.ରୁ ଜଣେ ଓ ସିନ୍ଧେକେଲା ଗ୍ରା.ପ.ରୁ ୪ଜଣ ବେଲପଡ଼ା ବ୍ଲକ ସିହିନି ଗ୍ରା.ପ.ରୁ ଜଣେ ଦେଓଗାଁ ବ୍ଲକ ସାଲେପାଲି ଗ୍ରା.ପ.ରୁ ଜଣେ ଓ ଦେଓଗାଁ ଗ୍ରା.ପ.ରୁ ୨ଜଣ, ଗୁଡ଼ଭେଲା ବ୍ଲକ ବଙ୍ଗୋମୁଣ୍ଡା ଗ୍ରା.ପ., ନୂଆପଡ଼ା ଗ୍ରା.ପ., ଗୁଡ଼ଭେଲା ଗ୍ରା.ପ.ରୁ ଜଣେ ଲେଖାଏଁ, କଣ୍ଟାବାଞ୍ଜି ଏନ୍‌ଏସି ୱାର୍ଡ ନମ୍ବର ୫, ୪, ୩ରୁ ଜଣେ ଲେଖାଏଁ ଲୋଇସିଂହା ବ୍ଲକ କୁଶମେଲ ଗ୍ରା.ପ.ରୁ ଜଣେ ଓ ଲୋଇସିଂହା ଗ୍ରା.ପ.ରୁ ୭ଜଣ, ମୁରିବାହାଲ ବ୍ଲକ ମୁରିବାହାଲ ଗ୍ରା.ପ.ରୁ ୨ଜଣ, ପାଟଣାଗଡ଼ ବ୍ଲକ ତେଣ୍ଡାପଦର ଗ୍ରା.ପ., ଘୁଚିପଡ଼ା ଗ୍ରା.ପ., ସୁନାମୁଦି ଗ୍ରା.ପ. ତମିଆଁ ଗ୍ରା.ପ., ଧୁବଲପଡ଼ା ଗ୍ରା.ପ.ରୁ ଜଣେ ଲେଖାଏଁ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନମ୍ବର ୧୦, ୧୨, ୫ରୁ ଜଣେ ଲେଖାଏଁ ଓ ୱାର୍ଡ ନମ୍ବର ୬ରୁ ୪ଜଣ, ପୁଇଁନ୍ତଲା ବ୍ଲକ ଜାମଗାଁ ଗ୍ରା.ପ., ପିପିଡ଼ା ଗ୍ରା.ପ., ଗଇଁନ୍ତଲା ଗ୍ରା.ପ., ପୁଇଁନ୍ତଲା ଗ୍ରା.ପ.ରୁ ଜଣେ ଲେଖାଏଁ, ସଇଁନ୍ତଲା ବ୍ଲକ କୁମ୍ଭାରୀ ଗ୍ରା.ପ. ଓ ଭଦ୍ରା ଗ୍ରା.ପ.ରୁ ଜଣେ ଲେଖାଏଁ, ଟିଟିଲାଗଡ଼ ବ୍ଲକ ବାଞ୍ଜିପଦର ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୫ ଓ ୭ରୁ ଜଣେ ଲେଖାଏଁ, ୱାଡ ୨ରୁ ୨ଜଣ, ୱାର୍ଡ ନମ୍ବର ୮ରୁ ୩ଜଣ, ତୁରେକେଲା ବ୍ଲକ ତୁରେକେଲା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ବେଳେ ତୁଷୁରା ଏନ୍‌ଏସି ୱାର୍ଡ ନମ୍ବର ୧୧ରୁ ଜଣେ ଓ ୱାର୍ଡ ନମ୍ବର ୫, ୪, ୩ରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

thirteen − nine =