ବଲାଙ୍ଗିର ସହରରେ ଟାଉନ ପୋଲିସ ପକ୍ଷରୁ ଅମାନିିଆଁଙ୍କ ଠୁ କଡା ଫାଇନ ଆଦାୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାରେ କରୋନା ସଂକ୍ରମଣ କମିବାର ନାଁ ନେଉ ନାହିଁ । ଓଲଟା ବଢି ବଢି ଚାଲିଛି । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସହରର ସବୁ ଆଡେ ଜନସାଧାରଣଙ୍କୁ ସଚେତନ କରାଯାଉଥିଲେ ସୁଦ୍ଧା କିଛି ଅମାନିଆଁ ଜମାରୁ ମାନୁ ନାହାନ୍ତି । ଏଥିପାଇଁ ପୋଲିସକୁ ଅବଳମ୍ବନ କରିବାକୁ ପଡୁଛି କଡାକଡି ପଦକ୍ଷେପ । ଯେଉଁମାନେ ମାକ୍ସ ପିନ୍ଧି ନାହାନ୍ତି, ସେମାନଙ୍କଠୁ ଆଦାୟ ହେଉଛି ଜୋରିମାନା ।

Leave A Reply

Your email address will not be published.

5 + nineteen =