ଉଦ୍‌ଘାଟିତ ହେଲା ବଲାଙ୍ଗିର ସହରର ବିକ୍ରମ ହାଇଟ୍‌ସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବିକ୍ରମ ଛକ ଠାରେ ଅତ୍ୟାଧୁନିକ ମାର୍କେଟ କମ୍ପେ୍ଲକ୍ସ ବିକ୍ରମ ହାଇଟ୍‌ସ ଆଜି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବିକ୍ରମ ହାଇଟ୍‌ସର ପ୍ରତିଷ୍ଠାତା ବିକ୍ରମାନନ୍ଦ ବହିଦାରଙ୍କ ସହ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତି ଥିଲେ ।

Leave A Reply

Your email address will not be published.

3 × three =