pakka

ଦେଶର ୧୦ ପ୍ରମୁଖ ସହର ମଧ୍ୟରେ ସ୍ମାର୍ଟ ସିଟି ରାଉରକେଲା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ୧୦ ପ୍ରମୁଖ ସହର ମଧ୍ୟରେ ସ୍ମାର୍ଟ ସିଟି ରାଉରକେଲା । ସ୍ମାର୍ଟ ସିଟି ରାଉରକେଲା ପାଇଁ ଆସିଛି ଆଉ ଏକ ବଡ଼ ଖୁସିର ଖବର । ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଚାଲିଥିବା ନର୍ଚରିଂ ନେବରହୁଡସ୍‌ ପ୍ରତିଯୋଗିତାରେ ରାଉରକେଲା ଦେଶର ୧୦ଟି ପ୍ରମୁଖ ସହର ତାଲିକାରେ ସ୍ଥାନପାଇଛି । ଏନେଇ ଏକ ଆଭାସୀ ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଓ ଆରଏମସି କମିଶନର ତଥା ସ୍ମାର୍ଟ ସିଟି ସିଇଓ ଡାକ୍ତର ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

4 + four =