Browsing Tag

rourakela news

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୀତି କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୀତି କବିତା ଆସର ଓ ଆଲୋଚନା ସଭା ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ପୌରୋହିତ୍ୱ ଓ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଶ୍ରମିକନେତା ବନମାଳୀ ଧୁପାଳଙ୍କ ସ୍ମୃତିରେ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲାର ବିଶିଷ୍ଟ ଶ୍ରମିକନେତା, ସମାଜସେବୀ ତଥା ସୁଖଦୁଃଖର ସାଥୀ କମ୍ରେଡ ବନମାଳୀ ଧୁପାଳଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ନିଃଶୁଳ୍କ ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସାଥୀ ବନମାଳୀ ଧୁପାଳ ଚାରିଟେବୁଲ ଟ୍ରଷ୍ଟ
Read More...

ସଫଳତା ସହ ସମାପ୍ତ ହେଲା ଗରିମା ଆୟୋଜିତ ରଜ ରାଜକୁମାରୀର ଅଡିସନ୍‌ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ଆୟୋଜିତ ସେସନ୍ ୩ ରଜ ରାଜକୁମାରୀର ଅଡିସନ୍‌ କାର୍ଯ୍ୟକ୍ରମ ସଫଳତା ସହ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଡିସନ୍‌ରେ ପୋଡପିଠା, ରଜ ରାଜକୁମାରୀ, ରଜ ସଜବାଜ, ପୁଚିଖେଳ ଆଦି ପ୍ରତିଯୋଗିତା କରାଯାଇଥିଲା । ବିଭିନ୍ନ
Read More...

ବିଚ୍ଛିନ୍ନାଞ୍ଚଳ ସିଂହଭୂମିର କେରାରେ ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସବୁଜ ସଂଘ କଳା ନିକେତନ, କେରା ୧୯୭୫ ମସିହାରେ ପ୍ରତିଷ୍ଠା କରାଯାଇଥିଲା ଗାଁର ବଛା ବଛା ଯାତ୍ରା କଳାକାର ମାନଙ୍କ ଦ୍ୱାରା । ଆଜି ସେହି ଅନୁଷ୍ଠାନ ଦୀର୍ଘ ଅଣଚାଶ ବର୍ଷ ଅତିକ୍ରମ କରି ସାରିଛି । ବିଚ୍ଛିନ୍ନାଞ୍ଚଳ ସିଂହଭୂମିର ଗାଆଁ ଗହଳିରେ ଓଡ଼ିଆ ଭାଷାକୁ
Read More...

ରାଉରକେଲାରେ ସୁରେନ୍ଦ୍ର ପରିବାର ଗଠନ

ରାଉରକେଲା, (ସସ୍ମିତା ପ୍ରଧାନ) : କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କର ସ୍ମୃତିକୁ ଉଜ୍ଜୀବିତ କରି ରାଉରକେଲା ସହରର କିଛି ସାହିତ୍ୟ ପ୍ରେମୀ ମାନଙ୍କୁ ନେଇ ଆଜି ଏକ ନୂତନ ଅନୁଷ୍ଠାନ ସୁରେନ୍ଦ୍ର ପରିବାର ନାମରେ ଗଠନ କରାଗଲା । ଏହାର ପ୍ରଥମ ସଭା ଓ ବନ୍ଧୁ ମିଳନ ଆମ୍ବାଗାନ ସ୍ଥିତ ସରୋବର ସଭା
Read More...

ୟୁଥ୍ ହଷ୍ଟେଲର ବିଶ୍ୱ ପରିବେଶ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ୍ ହଷ୍ଟେଲ ଆସୋସିଏସନ୍ ଅଫ୍ ଇଣ୍ଡିଆ, ରାଉରକେଲା ୟୁନିଟ୍ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ସେକ୍ଟର -୫ ସ୍ଥିତ ଦୀପିକା ଇଂଲିଶ ମିଡିୟମ ସ୍କୁଲରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ୧୨୫ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ
Read More...

ବ୍ରାହ୍ମଣୀ ନଦୀରେ ବୁଡ଼ି ଦୁଇ କଲେଜ ଛାତ୍ର ମୃତ

ରାଉରକେଲା : ବ୍ରାହ୍ମଣୀ ନଦୀରେ ପୁଣି ଅଘଟଣ ଘଟିଛି । ଗାଧୋଇବାକୁ ଯାଇଥିବାବେଳେ ଦୁଇ ଜଣ ବୁଡ଼ି ଯାଇଛନ୍ତି । ମୃତ ଛାତ୍ର ଦ୍ୱୟ ହେଲେ ରଜତ ସାହୁ (୨୧) ଓ ସମୀର ସୁକୁମାର ନାୟକ (୨୩) । ସୂଚନା ଅନୁସାରେ ରାଉରକେଲା ଏନ୍‌ଆଇଟିକୁ ଇଣ୍ଟରନ୍‌ସିପ୍‌ ପାଇଁ ଆସିଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ
Read More...

ରୋଡ୍‌ ସେଫ୍‌ଟି ଓ ପ୍ରାଥମିକ ଚିକିତ୍ସା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି ଓ ନବମ ଓଡିଶା ଏନ୍‌ସିସି ବାଟାଲିୟନ ଆନୁକୂଲ୍ୟରେ ଆଜି ଡାଲମିଆ କଲେଜ ରାଜଗାଙ୍ଗପୁର ପରିସରରେ ଏକ ରୋଡ୍‌ ସେଫ୍‌ଟି ଓ ପ୍ରାଥମିକ ଚିକିତ୍ସା ଜୁନିୟର ରକ୍ଷକ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ମୁଖ୍ୟ ଅତିଥି ଭାବେ
Read More...

ବିଶ୍ୱ ପରିବେଶ ଦିବସ : ରାଉରକେଲା କେନ୍ଦ୍ର ଦ୍ୱାରା ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା ସ୍ଥାନୀୟ କେନ୍ଦ୍ର ଦ୍ଵାରା ରାଉରକେଲା ସ୍ଥାନୀୟ କେନ୍ଦ୍ର ବିଲଡିଂରେ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମୋଡରେ 'ଜମି ପୁନରୁଦ୍ଧାର, ମରୁଭୂମି ଏବଂ ମରୁଡ଼ି ସ୍ଥିରତା' ବିଷୟରେ ଉପରେ ଆଲୋଚନା କରାଯାଇଥିଲା
Read More...

ରାଞ୍ଚିରେ ସମ୍ମାନ ସମାରୋହ ଓ ରାଷ୍ଟ୍ରିୟ ପ୍ରତିଭା ଖୋଜ ଆସନ୍ତା ୯ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ଅଫ୍ ଇଣ୍ଡିଆ ତରଫରୁ ସମ୍ମାନ ସମାରୋହ ଓ ରାଷ୍ଟ୍ରିୟ ପ୍ରତିଭା ଖୋଜ କାର୍ଯ୍ୟକ୍ରମ ଆସନ୍ତା ୯ ତାରିଖ ଦିନ ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚି ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଦୁଇଟି ପର୍ଯ୍ୟାୟରେ ହେବାକୁ
Read More...