pakka

ଧାମନଡଙ୍ଗା ଗାଁ ବୁଲାଣି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ

bbehera

କଣ୍ଟାବାଂଜି, (ମନୀଷ କୁମାର ହଂସ) : ଧାମନଡଙ୍ଗା ଗାଁ ବୁଲାଣି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ପ୍ରାଣହାନୀ ହୋଇଥିବା ନେଇ ଖବର ମିଳିଛି । ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁହେଁ ହେଲେ କଣ୍ଟାବାଞ୍ଜି ସିଙ୍ଗଲପଡାର କବି ପୁଟେଲ ଏବଂ ପ୍ରଦୀପ ରାଉଳ । ପରେ ଖବର ପାଇ କଣ୍ଟାବାଞ୍ଜି ପୁଲିସ ଘଟଣା ସ୍ଥଳରେ ପହଂଚି ମୃତକଙ୍କ ମାନଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନା ପଠାଇ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

thirteen − seven =