pakka

ଏବେ ଓଡ଼ିଶା ବଜାରରେ ଏମ୍‌ବିଏଲ୍‌ ୭୪୦ ବିଏସ୍‌୪

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏବେ ଓଡ଼ିଶା ବଜାରରେ ଏମ୍‌ବିଏଲ୍‌ ୭୪୦ ବିଏସ୍‌୪ । ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ଏହାର ଶୁଭ ମୁହୁରତ । କଂପାନୀର ମୁଖ୍ୟ ଅରୁଣ ଚୌହାନ ଏବଂ ଓଡ଼ିଶା ଡିଲର୍‌ ରଘୁନାଥ ମେସିନେରୀ ପ୍ରାଇଭେଟ୍‌ ଲିମିଟେଡ୍‌ର ମାଲିକ ରଘୁନାଥ ସାମନ୍ତରାୟ ଉପସ୍ଥିତ ରହି ଏହାକୁ ଉଦ୍‌ଘାଟନ କରିଥିଲେ । ଏଥିସହିତ ବିଭିନ୍ନ ଫାଇନାନ୍ସ କଂପାନୀର ମୁଖ୍ୟମାନେ ଉପସ୍ଥିତ ଥିଲେ । ତେବେ ଦଶହରା ଉପଲକ୍ଷେ ଏକ ବଡ଼ ଅଫର୍‌ ରହିଥିବା କଂପାନୀ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.

four × 1 =