Daily Archives

ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଅର୍ଥନୀତି ପାଠ୍ୟଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହା ବିଦ୍ୟାଳୟରେ ଅର୍ଥନୀତିର ବିଭାଗ ଏକ ଆଲୋଚନାଚକ୍ର ବିଭାଗୀୟ ମୁଖ୍ୟ ଡ. ବିରଞ୍ଚି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାଚକ୍ରର ଶୀର୍ଷକ ଥିଲା " ଏକାଧିକାର ବଜାରରେ ଦରର ଭେଦଭାବ ଏବଂ ସରକାରଙ୍କ ନିୟନ୍ତ୍ରଣ " । ଉକ୍ତ
Read More...

ବନ୍ଧପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବନ୍ଧପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୃଷ୍ଣଚୁଡା ଇକୋ କ୍ଲବ (ପୁଇଁନ୍ତଲା ବ୍ଲକ) ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗିନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଇକୋ କ୍ଲବ
Read More...

ବଲାଙ୍ଗିର ଜିଲ୍ଲା ଜଜ୍‌ କୋର୍ଟ ସିରସ୍ତାଦାର ଦେବୀ ପ୍ରସାଦ କ୍ଷେତିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସିଭିଲ କୋର୍ଟରେ ଜିଲ୍ଲା ଜଜ୍‌ କୋର୍ଟ ସିରସ୍ତାଦାର ଦେବୀ ପ୍ରସାଦ କ୍ଷେତିଙ୍କ ଚାକିରିରୁ ଅବସର ଗ୍ରହଣ କରିବା ପରିପ୍ରେକ୍ଷୀରେ ଏକ ସମ୍ବର୍ଦ୍ଧନା ସଭା ବଲାଙ୍ଗିର ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ତୁରେକେଲା ବ୍ଲକ ହିଆଲ ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି ।
Read More...

ବିଜେଡିରେ ସାମିଲ ହେଲେ ୨୪୦ ଜଣ ଯୁବକ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଣଣାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡିରେ ସାମିଲ ହୋଇଛନ୍ତି ୨୪୦ ଜଣ ଯୁବକ ବୋଲି ଜଣାପଡିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ଏବଂ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉପରେ ଆସ୍ଥା
Read More...

ଦୁଇ ସ୍ୱେଛାସେବୀ ସଂଗଠନ ଖୁସି ଚାରିଟେବୁଲ ଟ୍ରଷ୍ଟ ଓ ସୋସିଆଲ ଆକ୍ଟିଭିଷ୍ଟ ଅଫ୍‌ କଳାହାଣ୍ଡିଙ୍କ ହସ୍ତକ୍ଷେପ ପରେ ଥଇଥାନ…

କଳାହାଣ୍ଡି, (ପି.କେ. ସାହୁ) : ଭଗବାନଙ୍କ ବଡ ବିଚିତ୍ର ନିୟମ । କିଏ ଖୁସିରେ ଅଛି ତ କିଏ ଦୁଃଖରେ ଅଛି । କିଏ ପିତା ମାତାଙ୍କୁ ପାଇ ଖୁସି ତ କିଏ ନଥିବାରୁ ଦୁଃଖରେ ଅଛନ୍ତି । କିଛିଲୋକ ପିତା ମାତାଙ୍କୁ ବୋଝ ଭାବି ରାସ୍ତା କଡରେ ମଧ୍ୟ ଫିଙ୍ଗି ଦେଉଛନ୍ତି । କିଛି ଲୋକ ପିତାମାତାଙ୍କୁ ହରାଇ
Read More...

ବଡ଼ମାଲରୁ ୫ ଫୁଟ୍‌ର ନାଗ ସାପ ଉଦ୍ଧାର କଲେ ବିକି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ ଗୋଳାବାରୁଦ କାରଖାନା ନିକଟରେ ରହୁଥିବା ବନ ବିଭାଗର ଫରେଷ୍ଟର ପ୍ରିୟଙ୍କା ପୋଡ଼ଙ୍କ କାର୍ଯ୍ୟାଲୟରେ ଏକ ସାପ ପସିଯାଇଥିବା ଦେଖିବାକୁ ପାଇଥିଲେ । ପରେ ସାପ ଧରାଳୀ ବିକି ଜି ନାଗଙ୍କୁ ଖବର ଦେଇଥିଲେ ।ଖବର ଦେବା
Read More...

ସରସରା ରାସ୍ତା ସଫେଇ କାମ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଆରମ୍ଭ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ସରସରା ଗ୍ରାମର ମୁଖ୍ୟ ରାସ୍ତା ବରଗଡ଼, ବଲାଙ୍ଗିର ଜାତୀୟ ରାଜ ପଥକୁ ସଂଯୋଗ କରୁଥିବା ରାସ୍ତାର ସଫେଇ କାମ ଆଜି ସରସରା ଗ୍ରାମର ଉତ୍ସାହୀ ଯୁବକ ଆଶିଷ ମିଶ୍ରଙ୍କ ତତ୍ୱାବଧାନରେ ସଫେଇ କାମ ହୋଇଯାଇଛି । ଦୀର୍ଘ ଦିନ ଧରି ଏହି ରାସ୍ତା
Read More...

ଆଦର୍ଶ ପାଠାଗାରର ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ଆସନ୍ତା ୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଚଳିତ ମାସ ୯ ତାରିଖ ଦିନ ସଂଧ୍ୟା ୭ ଘଟିକା ସମୟରେ ଆଦର୍ଶ ସାହିତ୍ୟ ଘରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯିବ । ଏଥିପାଇଁ ଉତ୍କଳମଣିଙ୍କ ତ୍ୟାଗପୂତ ଜୀବନୀ ସଂପର୍କରେ ସଚେତନତା ସୃଷ୍ଟି କରିବା
Read More...

ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର ଜରୁରୀକାଳୀନ ବୈଠକ : ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ଆକ୍ରମଣ ଘଟଣାକୁ ସଂଘ…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର ଏକ ଜରୁରୀ କାଳୀନ ବୈଠକ ଖପ୍ରାଖୋଲ ବ୍ଳକ କୁସୁମ କାନୀ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ସଂଘର କାର୍ଯ୍ୟକାରୀ ସଭାପତି କରୁଣାକର ବୁଡେକଙ୍କ ଆବାହାକତ୍ୱରେ ସଂଘର ଜରୁରୀକାଳୀନ ଅନୁଷ୍ଠିତ ବୈଠକରେ
Read More...