pakka

ବଡ଼ମାଲରୁ ୫ ଫୁଟ୍‌ର ନାଗ ସାପ ଉଦ୍ଧାର କଲେ ବିକି

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ ଗୋଳାବାରୁଦ କାରଖାନା ନିକଟରେ ରହୁଥିବା ବନ ବିଭାଗର ଫରେଷ୍ଟର ପ୍ରିୟଙ୍କା ପୋଡ଼ଙ୍କ କାର୍ଯ୍ୟାଲୟରେ ଏକ ସାପ ପସିଯାଇଥିବା ଦେଖିବାକୁ ପାଇଥିଲେ । ପରେ ସାପ ଧରାଳୀ ବିକି ଜି ନାଗଙ୍କୁ ଖବର ଦେଇଥିଲେ ।ଖବର ଦେବା ପରେ ସଙ୍ଗେ ସଙ୍ଗେ ପହଁଚି ୫ ଫୁଟ ୨ ଇଞ୍ଚ ର ନାଗ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଦେଇ ଥିବା ସୂଚନା ଦେଇଛନ୍ତି ବିକି ଜି ନାଗ ।

jay balangir
Leave A Reply

Your email address will not be published.

20 − 3 =