om academy

ବଲାଙ୍ଗିର ଚିଲ୍‌ଡ୍ରେନ ପାର୍କର ଅବସ୍ଥା ଶୋଚନୀୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚିଲ୍‌ଡ୍ରେନ ପାର୍କର ଅବସ୍ଥା ଶୋଚନୀୟ ହୋଇପଡିଥିବା ଦେଖିବାକୁ ମିଳିଛି । ଏହି ପାର୍କରେ ପିଲାଙ୍କ ପାଇଁ ରହିଥିବା ବିଭିନ୍ନ ଖେଳ ସାମଗ୍ରୀ ଓ ଭିତ୍ତିଭୂମୀ ଭଙ୍ଗା ଦଦରା ହୋଇପଡିଥିବା ବେଳେ ଏଥିପ୍ରତି ପ୍ରଶାସନର ନିଘା ନଥିବା ସାଧାରଣରେ ଅଭିଯୋଗ ହେଉଛି । ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

2 × 3 =