Daily Archives

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୪୭ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ କୋସଲ ରାଜ୍ୟ ଦାବୀ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ –…

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ରାଜ୍ୟ ସମନ୍ୱୟ ସମିତିର ନବଗଠିତ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ବଲାଙ୍ଗିର ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମନ୍ୱୟ ସମିତିର ସଦସ୍ୟମାନେ
Read More...

ମେହେର ଭୁଲିଆ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ରେ ଯୋଗ ଦେଲେ ନରସିଂହ

ଏକତା ରଖି ନିଜ ଓ ସମାଜ ପାଇଁ କିଛି ଭଲ କାମ କରନ୍ତୁ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିକ୍ଷା ଓ ଆର୍ଥିକ ସ୍ତରରେ ତଳେ ଥିବା ମେହେର ସମାଜ ବର୍ତ୍ତମାନ ବେଶ ଆଗେଇ ଗଲାଣି । ଚିକିତ୍ସା କ୍ଷେତ୍ରରେ ଡ. ଡିଙ୍ଗର ମେହେର, ଡ. ଲଳିତ ମେହେର, ଇଂଜିନିୟରିଂ କ୍ଷେତ୍ରରେ ସୁକଦେବ ମେହେର,
Read More...

ମମିତା ମେହେର ନିଖୋଜ ଘଟଣା : ସିନ୍ଧେକେଲା ବୁଢିପଦର ଗାଁ ଆଖୁ କିଆରିରୁ ଗିରଫ ହେଲେ ଗୋବିନ୍ଦ ସାହୁ

କଂଟାବାଂଜି, (ମନିଷ କୁମାର ହଂସ) : ବହୁ ଚର୍ଚ୍ଚିତ ମହାଲିଙ୍ଗ ସ୍ଥିତ ସନସାଇନ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତ ମେହେରଙ୍କ ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି ସିନ୍ଧେକେଲା ଥାନା ବୁଢିପଦର ଆଖୁ କିଆରିରୁ ଗିରଫ ହୋଇଥିବା ଜଣାପଡିଛି । ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି : ପୁଣି ଆମରଣ ଅନଶନ କରିବାକୁ ଚେତାବନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେର୍ମେଲାବାହାଲ ପଞ୍ଚାୟତର ବିଜାଡିହି ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ପ୍ରକୃତ ହିତାଧିକାରୀମାନଙ୍କୁ ଘର ଯୋଗାଇ ନଦେଇ ନାମ ତାଲିକାରୁ ବାଦଦେଇ
Read More...

ଗୋଡ ଅପରେସନ୍‌ ହୋଇଥିଲା, ଥାନା ପାଚେରୀ ଡେଇଁ କେମିତି ଗଲେ ଗୋବିନ୍ଦ ? ଥାନାରୁ ଫେରାର କରାଇବା ପଛରେ ରହିଛି କାହାର ହାତ…

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମହାଲିଙ୍ଗ ସ୍ଥିତ ଷ୍ଟାଡିୟମରୁ ମିଳିଲା ଗଳିତ ମୃତଦେହ । ତେବେ ମୃତଦେହଟି ନିଖୋଜ ମମିତା ମେହେରଙ୍କର ନା ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ଷ୍ଟାଡିୟମ ପରିସରରେ ମାଟି ଖୋଳିବା ପରେ ଦଗଧ ମୃତଦେହ ଉଦ୍ଧାର କରାଯାଇଛି । ଦୁର୍ଗନ୍ଧ ବାହାରୁଥିବାରୁ
Read More...

ଗୋପାଳପୁର ବିଧାୟକଙ୍କ ଘରୁ ଅନେକ ଦସ୍ତାବିଜ, ବ୍ୟାଙ୍କ ପାସ୍‌ବୁକ ଏବଂ ୧ କିଲୋରୁ ଅଧିକ ସୁନା ଜବତ କଲା ଭିଜିଲାନ୍ସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବହୁ ଚର୍ଚ୍ଚିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ୱର ସ୍ଥ ସରକାରୀ ବାସଭବନ ଓ ବ୍ରହ୍ମପୁରଠାରେ ଥିବା ନିଜସ୍ୱ ବାସଭବନରେ ଏବଂ ତାଙ୍କ ସମ୍ପର୍କୀୟ ଲୋକଙ୍କ ବିଭିନ୍ନ ଘରେ ଭିଜିଲାନ୍ସ ରେଡ଼ କରି ଚଢ଼ାଉ ହୋଇଛି । ୨୩ ଘଣ୍ଟାର
Read More...

ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସ୍ୱୟଂଶାସିତ ମହାବିଦ୍ୟାଳୟ ତରଫରୁ ପୋଷ୍ୟଗ୍ରାମ ଲୁହାକେରାଠାରେ ଆୟୋଜିତ ସପ୍ତାହବ୍ୟାପୀ ଜାତୀୟ ସେବା ଶିବିର ଉଦ୍‌ଯାପିତ ହୋଇଯାଇଛି । ଶିବିରର ସଂଚାଳିକା ଅଞ୍ଜଳୀ କୋଦମାସିଂଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା
Read More...

ଝିଙ୍କିଡୁଙ୍ଗୁରି ରାସ୍ତାଠାରେ ବାଇକ ମୁହାଁମୁହିଁ : ୧ ମୃତ, ୧ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଝିଙ୍କିଡୁଙ୍ଗୁରି ରାସ୍ତାଠାରେ ବାଇକ ମୁହାଁମୁହିଁ ହେବା ଫଳରେ ଜଣଙ୍କର ଘଟଣା ସ୍ଥାନରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ମତେ ବଲାଙ୍ଗିର ଜିଲ୍ଲା
Read More...

ନାଗବାଚା ପୂଜା ଉଦ୍‌ଯାପିତ : ଦର୍ଶନ କଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କପିଲାସପୁର ଗ୍ରାମରେ ଦୁଇଦିନ ଧରି ନାଗବାଚା ପୂଜା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ପୂଜାରେ ଗୁରୁ ମଧୁ ବାଗ, ମୋହନ ଚରଣ ବରିହା, ବିରାଟ ମାଝୀଙ୍କ ନେତୃତ୍ୱରେ କପିଲାସପୁରଠାରେ ନାଗବାଚାମାନେ ଦୀକ୍ଷା ଗ୍ରହଣ କରିଥିଲେ ।
Read More...